କଂଗ୍ରେସ ନେତା ରାହୁଳ ଗାନ୍ଧି,ହିନ୍ଦୁ ମାନେ ହିଂସ୍ରକ କହିଥିବା ପ୍ରତିବାଦରେ କଟକ ନଗର ଭାଜପା ଯୁବ ମୋର୍ଚ୍ଚା ତରଫରୁ କଟକ ନଗର କଂଗ୍ରେସ କାର୍ଯ୍ୟାଳୟ, ଗୁଡିକରେ ଡେରା ଗଣେଶ ଘାଟ ଠାରେ ଏକ ପ୍ରତିବାଦ ସଭା ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ ହେବ। ଏହି ପ୍ରତିବାଦ ସଭାରେ ବି ଜେ ପି,କଟକ ନଗର ଯୁବ ମୋର୍ଚ୍ଚା, ସଭାପତି *ହରିଚନ୍ଦନ ନାୟକ, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।