ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ବାଚସ୍ପତି ସୁରମା ପାଢୀ।

ଆଜି ଓଡିଶା ବିଧାନସଭାର ବାଚସ୍ପତି ମହୋଦୟା ଶ୍ରୀମତୀ ସୁରମା ପାଢ଼ୀ କଟକଗସ୍ତ ରେ ଆସି ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଦର୍ଶନ କରିଥିଲେ । ପରେ ପରେ ଅନ୍ୟାନ୍ୟ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରଳା ଭବନ ଓ ରାଷ୍ଟ୍ର ଦୀପ କାର୍ଯ୍ୟାଳୟ ଯାଇଥିଲେ। ନଗର ଜିଲ୍ଲା ନେତ୍ରୀ ପ୍ରବୀଣା ମହାପାତ୍ର,ହେମନ୍ତ ବେହେରା,ରତନ ମହାନ୍ତି, ୱାଇ ୱାଣି, ଅନୁପମ ଦାସ,ବିଶ୍ୱଜିତ ଦାସ,ରୀତା ମହାପାତ୍ର,ସ୍ନିଗ୍ଧାରାଣୀ ବିଶ୍ୱାଳ, ପ୍ରତିମା ସ୍ୱାଇଁ, ସ୍ଵର୍ଣ୍ଣଲତା ସେଠି , ସଂଯୁକ୍ତା ମିଶ୍ର ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *