RWSS ତାଡି ପକାଉଛି ରଡ଼ ରାସ୍ତା

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତ ରାଇକେଲା ଗ୍ରାମ ଠାରୁ କୁସୁମଢି ପ୍ରଯନ୍ତ ଯାଇଥିବା ମୁଖ୍ୟ ରାସ୍ତା କୁ ଡ୍ରିଲ ସାହାଯ୍ୟରେ ନକରି, ଲେବର ଦ୍ରରା ତାଡ଼ି ଦେଉଛନ୍ତି ହଁ ଆଜ୍ଞା ବସୁଧା ପାଣିଓ ପ୍ରକଳ୍ପର କାମ କରୁଥିବା RWSS ତାଡି ଚାଲିଛି, ଏହି ରଡ଼ ପାଇଁ ବର୍ଷ ବର୍ଷ ଧରି ବ୍ଲକ ଠାରୁ ଜିଲ୍ଲାପାଳ ଙ୍କ ପ୍ରଯନ୍ତ ଅଭିଯୋଗ କରାହୋଉଛି କିନ୍ତୁ ରଡ଼ ମରାମତି ହୋଇ ପାରୁନି, କିନ୍ତୁ ବଣେଇ ଠାରୁ କୋଇଡ଼ା ସଂଯକ କରୁଥିବା (ବସୁଧା)ପାଣିୟ ଜଳ ଜଗାଣ ଯଜନା ପ୍ରକଳ୍ପ ଦୃରା ପ୍ରତେକ ଘରକୁ ପାଇପ ଜଗେ ବିଶୁଦ୍ଧ ପାନୀୟ ଜଳ ଜଗେଇବା ପାଇଁ କରାଯାଇଛି,କିନ୍ତୁ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ କୋଇଡ଼ା ଅଞ୍ଚଳରେ RWSS ଦୃରା କାମ କରାଯାଉଛି, କିନ୍ତୁ ଏ ପ୍ରଯନ୍ତ ପାଇପ ଲାଇନ କାମ ସାରିପାରିଲେ ନାହିଁ କୋଇଡ଼ା ଅଞ୍ଚଳରେ ବିଭିନ୍ନ ଗ୍ରାମ ଗୁଡିକରେ ରଡ଼ ରାସ୍ତା ତାଡ଼ି ପକାଉଛନ୍ତି RWSS,କିନ୍ତୁ ସରପଞ୍ଚ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି,ବୋଲି ସାଧାରଣ ପ୍ରଶ୍ନ ଉଙ୍କି ମାରୁଛି

ସୁନ୍ଦରଗଡ କୋଇଡାରୁ ଜିଲ୍ଲାପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *