ପ୍ରଥମ ଥର ପାଇଁ ୯୦ଫୁଟ ର ରାବଣ

୩୪ତମ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ।

ପ୍ରଥମ ଥର ପାଇଁ ୯୦ଫୁଟ ର ରାବଣ କରାଯାଇଥିଲା।

ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଆଇନି ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ।

ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ସୌଭିକ୍ ବିଶ୍ଵାଳ, ଇଂ ଶୋଫିଆ ଫିର୍ଦୋଷ, ଦେବୀ ରଞ୍ଜନ ତ୍ରିପାଠୀ, ମେୟର ସୁବାଷ ସିଂ।

ପ୍ରଦୂଷଣ ରୋକିବା ପାଇଁ ସବୁଜ ବାଣ ର ପ୍ରୟୋଗ କରାଯାଇଥିଲା।

ପ୍ରାୟ ଏକ ଲକ୍ଷ ଲୋକଙ୍କ ସମାଗମ।

ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଲୁବୁନ ଟୁବୁନ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *