ସହଯୋଗର ହାତ ବଢାଇଲେ ସମାଜସେବୀ ସିକନ ସ୍ବାଇଁ

ନାଉଗାଁ ବ୍ଲକ ଘୋଡାଶ ପଞ୍ଚାୟତର ଭାରତୀୟ ଜନତାପାର୍ଟି ଯୁବନେତା ସିକନ ସ୍ବାଇଁ ନାଉଗାଁ ପଞ୍ଚାୟତ ଅବଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଙ୍କୁ ଗୋଟିଏ ଦୁଆଳିଆ ଗାଈ ସହିତ ମାଇ ବାଛୁରି ପ୍ରଦାନ କରିଛନ୍ତି I ଅବଦଲପୁର ଗ୍ରାମର ମୁରବୀ ମାନଙ୍କ କଥା ରକ୍ଷାକାରୀ ଭକ୍ତ ଗ୍ରାମର ପ୍ରଶାନ୍ତ ମହାନ୍ତି ଆର୍ଥିକ ସମ୍ବଳ ନ ଥିବାରୁ ଯୁବକ ଙ୍କର ସ୍ବାବଲମ୍ବି ପାଇଁ ନିଜ ଗୋଡରେ ନିଜେ ଛିଡ଼ାହୋଇ ପରିବାର ପ୍ରତିପୋଷଣ ପାଇଁ ଗୋଟିଏ ଗାଈ ପ୍ରଦାନ କରିଛନ୍ତି । ଏହି ସମୟରେ ଅଲଣା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ମଲ୍ଲିକ, ପ୍ରଭୂ ଚରଣ ଦାସ, ଅଲେଖ ସାହୁ, ରବୀନ୍ଦ୍ର ମହାନ୍ତି, ସୁକାନ୍ତ ମହାନ୍ତି, ରୋହିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନେଶ୍ବର ନାୟକ, ଯୁବନେତା ବିକାଶ ସ୍ବାଇଁ, କେଦାର ମହାନ୍ତି ପ୍ରମୁଖ ଉପସ୍ଥିତି ଥିଲେ ।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *