କଂଗ୍ରେସ ନେତା ରାହୁଳ ଗାନ୍ଧି,ହିନ୍ଦୁ ମାନେ ହିଂସ୍ରକ କହିଥିବା ରୁ ପ୍ରତିବାଦ

କଂଗ୍ରେସ ନେତା ରାହୁଳ ଗାନ୍ଧି,ହିନ୍ଦୁ ମାନେ ହିଂସ୍ରକ କହିଥିବା ପ୍ରତିବାଦରେ କଟକ ନଗର ଭାଜପା ଯୁବ ମୋର୍ଚ୍ଚା ତରଫରୁ କଟକ ନଗର କଂଗ୍ରେସ କାର୍ଯ୍ୟାଳୟ, ଗୁଡିକରେ ଡେରା ଗଣେଶ ଘାଟ ଠାରେ ଏକ ପ୍ରତିବାଦ ସଭା ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ ହେବ। ଏହି ପ୍ରତିବାଦ ସଭାରେ ବି ଜେ ପି,କଟକ ନଗର ଯୁବ ମୋର୍ଚ୍ଚା, ସଭାପତି *ହରିଚନ୍ଦନ ନାୟକ, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *