ଗାଧେଇ ଯାଇଥିବା ଝିଅ ନଦୀରେ ନିଖୋଜ

ଗାଧୁଆ ସମୟ ରେ ଜଣେ ଯୁବତୀ ନିଖୋଜ। ଏପରି ଦୁଃଖଦ ଘଟଣା ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଘଟିଛି। ଆଜି 12ଟା ସମୟ ରେ ଚିତ୍ରକୋଣ୍ଡା ସିଲେରୁ ନଦୀର ବାଲିଘାଟ ନଦୀକୂଳରେ ଗାଧେଇ ନିମନ୍ତେ ଆସିଥିଲା ନିଖୋଜ ସନ୍ଧ୍ୟାରାଣୀ ନାୟକ। ଗାଧେଇବା ସମୟ ରେ ଗୋଡ଼ ଖସି ଯାଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି। ନଦୀକୂଳରେ ସାବୁନ, ଚପଲ, ଟୱାଲ ପଡ଼ିରହିଛି। ବର୍ତ୍ତମାନ ନଦିକୁଲ ରେ ଅଗ୍ନିଶମ ,ଚିତ୍ରକୋଣ୍ଡା ପୋଲିସ୍ ,ପରିବାର ଲୋକେ ଓ ତହସିଲ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *