ପ୍ରବଳ ବର୍ଷା ମଧ୍ୟରେ ତାର୍ଲl କୋଟା ଗ୍ରାମ ପଞ୍ଚାୟତ କଂଗ୍ରେସ କମିଟି ତରଫରୁ ଚିତ୍ରକୋଣ୍ଡା ବିଧାୟକ ଙ୍କୁ ସ୍ବାଗତ

ପ୍ରବଳ ବର୍ଷା ମଧ୍ୟରେ ତାର୍ଲl କୋଟା ଗ୍ରାମ ପଞ୍ଚାୟତ କଂଗ୍ରେସ କମିଟି ତରଫରୁ ଚିତ୍ରକୋଣ୍ଡା ବିଧାୟକ ଙ୍କୁ ସ୍ବାଗତ

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ଶ୍ରୀ ମାଂଗୁ ଖିଲ ଙ୍କୁ ତା ୧୩/୭/୨୪ ରିଖ ରେ ତାର୍ଲl କୋଟା ଗ୍ରାମ ପଞ୍ଚାୟତ କଂଗ୍ରେସ କମିଟି ର ସଭାପତି ବୁଦୁ ମାଝୀ ଙ୍କ ନେତୃତ୍ଵ ରେ ବିଧାୟକ ଶ୍ରୀ ଖିଲ ଙ୍କୁ ଗ୍ରାମ ପଞ୍ଚାୟତ କଂଗ୍ରେସ କମିଟ ତରଫରୁ ସ୍ବାଗତ କରାଯାଇ ଗ୍ରାମ panchayat ର ବିଭିନ୍ନ ଗ୍ରାମ କୁ ବିଧାୟକ ଙ୍କୁ ନେଇ ଫୁଲ ମାଳ, ଫୁଲ ତୋଡା,ଦେଇ ସ୍ବାଗତ କରିଥିଲେ l ପ୍ରବଳ ବର୍ଷା ମଧ୍ୟରେ ବିଧାୟକ ପ୍ରତ୍ୟେକ ଗ୍ରାମ ର ଭଲ ମନ୍ଦ ଲୋକ ଙ୍କୁ ପଚାରି ବୁଝଥିଲେ l ଏହି କାର୍ଯ୍ୟ କ୍ରମ ରେ ଦଳୀୟ ନେତା, କର୍ମୀ ଜଗନ୍ନାଥ ଖିଲ, ତ୍ରିନାଥ ଗମେଲ, ବଲୁ ଖିଲ, ବିଶ୍ୱପତି ପାଙ୍ଗି, ମଦନ ମାଛ, ଅଖିଳ ମଣ୍ଡଳ, ମାଲି ଖିଲ, ନରସିଂହ ବାବୁ, ଦେବା ବାବୁ, ମୁକୁନ୍ଦ ବାବୁ, କିଶୋର ଗୋଲୋରୀ, ଜଗବନ୍ଧୁ ଖିଲ, ଧବଳୁ ବାବୁ, ଅଶ୍ୱିନ ବାବୁ, ଯାମି ବାବୁ,ଙ୍କ ସମେତ ବେଣୁ ହନ୍ତାଳ ଯୁବ ସଭାପତି, ବିଦେଶୀଗୌଡ଼ ବ୍ଲକ୍ ସଭାପତି ଚିତ୍ରକୋଣ୍ଡା ,ଇଶl କ ଖୋସଲା, ବିନାୟକ ପାତ୍ର ବ୍ଲକ ସଭାପତି korukonda ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *