ଅସହାୟ ଲୋକଙ୍କ ସାଥୀ, ମେୟର ସୁବାଷ ସିଂ

ଚାନ୍ଦିନୀଚୌକ ଓ କାଜିବଜାର ଅଞ୍ଚଳରେ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକଙ୍କ ଆଭିଯୋଗ ପାଇ ମେୟର ସୁବାସ ସିଂ ପହଞ୍ଚି ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ପମ୍ପ ବ୍ୟବସ୍ଥା କରାଇଥିଲେ l ଅଧିକାରୀ ମାନଙ୍କୁ ଜଳବନ୍ଦୀ ଅଞ୍ଚଳ ଯାଇ ତ୍ୟୋରିତ ଜଳ ନିଷ୍କାସନ ବ୍ୟବସ୍ଥା କରାଇଥିଲେ l ଆଜି ଲଗାଣ ବର୍ଷାରେ କଟକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଥିବା ଅଭିଯୋଗ ଆସିଥିବାରୁ ମେୟର ସୁବାସ ସିଂ ବର୍ଷା ସମୟରେ ସମସ୍ୟାଧିନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *