ବଣୁଆ ହାତୀ ପାଇଁ ଦୁଇ ପରିବାର ଦୁଃଖରେ ବାର ଦୁଆର

ବଣୁଆ ହାତୀ ଘର ଭାଙ୍ଗିବା ଠାରୁ ଦୀର୍ଘ ୫ପାଞ୍ଚ ବିତିଯାଇଥିଲେ ସୁଦ୍ଧା ଘର ଖଣ୍ଡେ ମିଳିପାରିଲାନାହିଁ ୨ପରିବାରଙ୍କୁ ଗୁରୁଚରଣ ଭକ୍ତା ଓ଼ ତାଙ୍କ ଭାଇ ଭରତ ଭକ୍ତାଙ୍କ ଘର ୫ବର୍ଷ ପୂର୍ବେ ବଣୁଆଁ ହାତୀ ଦୁଇ ଭାଇଙ୍କ ଘରକୁ ଭାଙ୍ଗି ଚୂରର୍ମାର କରି ଦେଇଥିଲା, ଘଟଣା ସ୍ଥଳରେ ଡେଙ୍ଗୁଳା ଫରେଷ୍ଟର, କୋଇଡା ଫୋରେଷ୍ଟର ପହଞ୍ଚି ଘଟଣା ପରକ୍ଷୀ କ୍ଷତିଗସ୍ତ ୨ ଭାଇଙ୍କୁ ୨ଟି ତ୍ରିପାଲ ୫କେଜି ଲେଖାଏଁ ଚାଉଳ ଦେଇ ଚୁପ ହୋଇରହିଗଲେ ବନୋବିଭାଗ, ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କୋଇଡା ପଞ୍ଚାୟତ ବାଲଜୁଳି ଗ୍ରାମର କଥା, ହେଲେ ୨ଭାଇଙ୍କ ଦୁଃଖ ସେଥିକିରେ ସରିନଥିଲା ଭରତ ଭକ୍ତାଙ୍କ ୪ଛୁଆ ସ୍ତ୍ରୀ ଙ୍କୁ ଧରି ଗାଟିଏ ଗଛମୂଳେ ଖଣ୍ଡେ ପାଲ ଘର କରି ରହୁଥିବେଳେ ତାଙ୍କ ଭାଇ ଗୁରୁଚଣ ୫ଛୁଆ ସ୍ତ୍ରୀଙ୍କୁ ଧରି ଏଘର ସେଘର ହୋଉଥିବାର ଦେଖି ସନୁ ନାଏକ ତାଙ୍କ ଦୁଃଖ ସହିନ ପାରି ଗଟିଏ ଗରୁ ଗୁହାଳଟି ତାଙ୍କୁ ଛାଡ଼ିଦେଇଥିଲେ ଗୁରୁଚରଣ ତାଙ୍କ ସ୍ତ୍ରୀ ଓ଼ ଛୁଆ ପିଲାଙ୍କୁ ଧରି ସେଠାରେ ଆଜି ପ୍ରଯନ୍ତ ରହିଆସୁଛନ୍ତି,ଘର ଟିଏ ପାଇବା ଆଶାରେ ପଞ୍ଚାୟତ କୁ ବାରବାର ଡକମେଣ୍ଟ ଦେଇଥିଲେ ମଧ୍ୟ୍ୟ ଘର ଟିଏ ମିଳିପାରିଲାନାହିଁ,ଦେଇଥିବା ଡକମେଣ୍ଟ ସବୁ ଫାଇଲ ଭିତରେ ଚାପିହୋଇ ରହିଯାଉଛି, କି ପାତର ଅନ୍ତତର ମନଭାବ ପାଇଁ ୨ଭାଇଙ୍କୁ ଘରଟିଏ ମିଳିପାରୁନି,ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି,ଏପଟେ ରାଜ୍ୟ ସରକାର ମାଳ ମାଳ ଯଜନା ବାହାର କରୁଥିବା ବେଳେ ପ୍ରକୁତ ହିତାଧିକାରୀଙ୍କ ପାଖକୁ ପହଞ୍ଚୁଛି କି ନାହିଁ ତାହା ତଦନ୍ତ କରିବାକୁ କେହି ନାହିଁ ନ୍ୟୁଜ ପ୍ରସାରଣା ପରେ ସ୍ଥାନୀୟ ପ୍ରଶାସନ ଦୁଇ ଭାଇଙ୍କ ପାଖକୁ କେବେ ପହଞ୍ଚୁଛନ୍ତି ଓ଼ ତାଙ୍କର ଦୁଃଖ କେବେ ଦୂର ହୋଉଛି ଦେଖିବାକୁ ବାକିରହିଲା

ସୁନ୍ଦରଗଡ଼ କୋଇଡାରୁ ନିଖୋଜ ନାଏକ ଙ୍କ ରିପଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *