ଆଜି ପୂର୍ବାହ୍ନରେ ତ୍ରିରଙ୍ଗା ଯାତ୍ରା

ଆଜି ପୂର୍ବାହ୍ନରେ ତ୍ରିରଙ୍ଗା ଯାତ୍ରା ଅବସରରେ ବି ଜେ ପି ଯୁବମୋର୍ଚା ସଭାପତି ହରି ଚନ୍ଦନ ନାୟକ ଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାର ରୁ ବାହାରି, ଦରଘା ବଜାର ,ଚୌଧୁରୀ ବଜାର, ଯାଉଁଳିଆ ପଟି,ଫିରିଙ୍ଗି ବଜାର, ତେଲେଙ୍ଗା ବଜାର ହୋଇ ପୁରିଘାଟ ଗାନ୍ଧି ସ୍ମୃତି ପୀଠରେ ପହଞ୍ଚିଥିଲା। ପରେ ପରେ ଏଠାରୁ କାର ରେ ଶୋଭାଯାତ୍ରାରେ ସ୍ବାଧୀନତା ସଂଗ୍ରାମୀ ପଡିଆ, ଭୁବନେଶ୍ୱର ଯାଇଥିଲା । ରାଜ୍ୟ ଯୁବମୋର୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ,କଟକ ସଦର ବିଧାୟକ ଇଂ ପ୍ରକାଶ ସେଠି, ନଗର ସଭାପତି ଲଲାଟେନ୍ଦୁ ବଡୁ ଓ କଟକ ତଥା ରାଜ୍ୟର ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗଦେଇଥିଲେ ।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *