ସ୍ୱାଧୀନତା ଦିବସ ପାଳିତ

Slug – ଆଠମଲ୍ଲିକ ବିଜେପି ପକ୍ଷରୁ ସ୍ୱାଧୀନତା ଦିବସ ପାଳନ


ଆଜି ଦେଶ ପାଳନ କରୁଛି ୭୮ ତମ ସ୍ବାଧୀନତା ଦିବସ, ଚାରିଆଡ଼େ ଉତ୍ସବ ମୁଖର । ଫର ଫର ହୋଇ ଉଡୁଛି ତ୍ରିରଙ୍ଗା ହର ଘର ତ୍ରିରଙ୍ଗା । ବିଦେଶୀ ଶାସନରୁ ମୁକ୍ତ ହୋଇ ସମୃଦ୍ଧ ଗଣତନ୍ତ୍ରରେ ପରିଣତ ହୋଇଛି ଦେଶ, ସଗର୍ବେ ବିଶ୍ବରେ ଜୟଯାତ୍ରା ଜାରି । ସ୍ବାଧୀନତା ଦିବସ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ନାକଚି ବିଜେପି କାର୍ଯ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଅଛି.ଏହି 78ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ପତାକା ଉତ୍ତଳୋନ କରିଥିଲେ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ସଞ୍ଜଜକ ଡାକ୍ତର ଅଲେଖ ପ୍ରଧାନ ଓ ସମସ୍ତ କର୍ମକର୍ତା ଏବଂ ବହୁପଦାଧିକାରୀ ଯୋଗ ଦେଇଥିଲେ.ପରିଶେଷରେ ସମସ୍ତ କର୍ମକର୍ତା ମାନଙ୍କୁ ମିଃଷ୍ଠାନ ବଣ୍ଟନ କରା ଯାଇ ଥିଲା,
ଆଠମଲ୍ଲିକରୁ ବୁଲୁଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *