ପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର

ଏସ ସି ବି ର ଉଭୟ ଗେଟ୍ ସମ୍ମୁଖରେ ପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର। ସ୍ଥାନୀୟ କର୍ପୋରେଟର ଜେ କାମେଶ୍ୱର୍ ରାଓ ଓ ଅଳ୍ପ କିଛି ସମର୍ଥକ ଙ୍କ ସହାୟତାରେ ଧ୍ଵଜ ଉତ୍ତୋଳନ କରାଯାଇଥିଲା।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *