ପରିଵହନଗାଡି ପାଇଁ ସାଜିଛି ଲୋକଙ୍କ ମୁଣ୍ଡ ବିନ୍ଦା

ସୁନ୍ଦରଗଡ଼ ଜିଲ୍ଲା କୋଇଡା ମାଇନ୍ସ ସେକ୍ଟର ଅଧୀନରେ ଥିବା ନୀଳାଞ୍ଚଳ, ପ୍ରକାଶ, ରୁଙ୍ଗଟା, ଏବଂ ଏନ.ନି, ଲୌହ ଖଣିରୁ ପ୍ରତେକ ଦିନ ଲୌହ ପଥର ବଜେଇ ଟ୍ରକ ଏହି ତେହେରଇ ରାସ୍ତାଦେଇ ସଂଜଗ ହୋଇଆସୁଛି ,କିନ୍ତୁ ଏହି ରାସ୍ତାରେ ଗଣୁଆଁ, ମଣ୍ଡଜଳା,ଜଳିପଦା, ଦେ ଘର, ପାନପଶିଆ, ସର୍ଗିଗଡ଼, ଇନ୍ଦପୁର, ଆଦି ଗ୍ରାମର ଲକେ କୋଇଡାକୁ ଯେ କୌଣସି କାମରେ ଯିବାକୁ ହେଲେ ତେହେରଇ ରାସ୍ତା ଦେଇ ଯିବାକୁ ହୁଏ କୋଇଡାରେ ରହିଛି ବଜାର,ବେଙ୍କ,ବ୍ଲକ, ମେଡିକାଲ, ସ୍କୁଲ, କଜେଜ, ସବୁକାମରେ ନିର୍ଭର କରେ କୋଇଡା ଉପରେ, ରାସ୍ତାଟିଏ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପ୍ରଯନ୍ତ ଅଭିଯୋଗ କୋରାହୋଇଛି କିନ୍ତୁ କେହି ଶୁଣୁନାହାନ୍ତି, ପିଲାମାନେ ସଠିକ ସମୟରେ ସ୍କୁଲକୁ ପହଁଞ୍ଚି ପାରୁନାହାନ୍ତି, କାହା ଦେହ ଅସୁସ୍ଥ ହେଲେ କୋଇଡା ମେଡିକାଲ ଯିବାକୁ ହୁଏ ଆମ୍ବୁଲାନ୍ସ ପହଁଞ୍ଚିବା ପୂର୍ବରୁ ରଗି ଘରେ ମରିସାରିବା ଟା ସୁର୍ନିଚିତ, ଆମ୍ବୁଲାନ୍ସ ଜିବା କଥା ବୋହୁ ଦୂରରେ ଏଠି ମଣିଷ ଚାଲିକି ଯାଇପାରୁ ନାହିଁ ବଲି ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି,କୋଇଡା ଏକ ଅଧୁଷିତ ଉପାନ୍ତ ଅଞ୍ଚଳକୁ ଭୁଆଁ ବୁଲାଇ ଚାଲିଛନ୍ତି ନାମିଦାମୀ କମ୍ପାନୀର ମାଲିକ ମାନେ,ଏଠି କୋଟିକୋଟି ଟଙ୍କାର ଲୌହ ପଥର ପରିବହନ କରି ରାତିଦିନ ଚାଲିଛି ,କିନ୍ତୁ ଏଠିକାର ଲକେ ରାସ୍ତା ଯାମ ପାଇଁ ଅନ୍ତସନ୍ତ ହୋଇ ରଗୀ ଘରେ ମରୁଥିବ, ପିଲାମାନେ ସ୍କୁଲ ପହଁଞ୍ଚି ପାରୁନ ଥିବେ,ପିଲାମାନଙ୍କର ପାଠ ପଢ଼ାରେ ବାଧାଭିନ୍ନ ହୋଉଛି ଏଠି ପିଲାମାନେ କୋଉଠୁ ଉଚ୍ଚଶିକ୍ଷିତ ହୋଇ ପାରିବେ,ତାହା ପ୍ରତି ଖଣି କର୍ତ୍ତୃପକ୍ଷ ମାନଙ୍କର ଫରକପଡୁନି,ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ଼ ଜିଲ୍ଲା ପ୍ରଶାସନ ଏହି ଖଣି ଅଞ୍ଚଳକୁ ଯଦି ଦୃଷ୍ଟି ଦିଅନ୍ତେ,ତାହେଲେ ଏହି ଖଣି ପ୍ରଭାହିତ ଅଞ୍ଚଳ ଗୁଡ଼ିକର ସମସ୍ୟା ଦୂର ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି,

ସୁନ୍ଦରଗଡ଼ କୋଇଡାରୁ ଜିଲ୍ଲା ପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *