ଆସୁଛି ଗଣେଶ ପୂଜା, ଚାଲିଛି ରାସ୍ତା ମରାମତି।

ଆସୁଛି ଗଣେଶ ପୂଜା, ଚାଲିଛି ରାସ୍ତା ମରାମତି ଶ୍ରାବଣ ର ଶେଷ ଭାଗ ବର୍ଷାରେ ବେହାଲ ରାସ୍ତା ଘାଟ।ପାର୍ବଣ ଋତୁ ଆଗମନ ରେ ଏସବୁ ରାସ୍ତାଗୁଡିକର ମରାମତି ପାଇଁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ। ଦ୍ରୁତ ଗତିରେ ଚାଲିଛି ମରାମତି।ତେବେ ଗଣେଶ ପୂଜା ପୂର୍ବରୁ ମରାମତି କାର୍ଯ୍ୟ ସରିଯିବ ବୋଲି କହିଛନ୍ତି ମେୟର ସୁବାଷ ସିଂ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *