ଡି ସି ପି ଅନିଲ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ଆଗାମୀ ପୂଜା ବଜାର କୁ ନଜର ରେ ରଖି କଟକ ସାଉଣ୍ଡ ଓ ଲାଇଟ୍ ଓନର ଆସୋସିଏସନ୍ ପକ୍ଷରୁ କଟକ ଅତିରିକ୍ତ ଡି ସି ପି ଅନିଲ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହା ପରେ ସାଉଣ୍ଡ ସିଷ୍ଟମ୍ କୁ ନେଇ ଏକ ମୌଖିକ ଆଲୋଚନା କରାଯାଇଥିଲା। ଏହା ସହ ୬୫ଡେଶିବେଲ ରୁ ଅଧିକା ସାଉଣ୍ଡ ରେ ତଥା ୬ଟି ରୁ ଉର୍ଦ୍ଧ ବକ୍ସ ନ ବଜେଇବାକୁ ପ୍ରଶାସନ ଅନୁରୋଧ କରିଥିଲେ। ମାଲିକ ମାନଙ୍କ ପେଟ ପାଟଣା କୁ ଗୁରୁତ୍ଵ ଦେଇ ଏହି ନିଷ୍ପତି ନେଇଥିବାରୁ କଟକ ସାଉଣ୍ଡ ଓ ଲାଇଟ୍ ଆସୋସିଏସନ୍ ର ସଭାପତି ନରେନ୍ଦ୍ର ସାହୁ, ସମ୍ପାଦକ ଏସ କେ ଅସଫାକ,ଓ ସମସ୍ତ ସଦସ୍ୟ ବୃନ୍ଦ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *