ଓଡ଼ିଶାରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ବସ ସେବା ଯୋଗାଇ ଦେବ ପ୍ରଧାନ ବସ ସର୍ଭିସ


ଏବେଠାରୁ ସମ୍ପୂର୍ଣ୍ଣ ନିରାପଦ ବିପଦ ମୁକ୍ତ ସୀତାତାପ ନିୟନ୍ତ୍ରଣ ବସ ସେବା ଯୋଗାଇ ଦେବ କଟକ ର ପ୍ରଧାନ ବସ ସର୍ଭିସ। ଭଲଭୋ କମ୍ପାନୀ ଦ୍ୱାରା ୨କୋଟି ଟଙ୍କା ଅର୍ଥ ବ୍ୟୟ ରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜରୁରୀ କାଳୀନ ସେବା ବିଶିଷ୍ଟ ଏଇ ବସ ଟି ଏବେ କଟକ ରୁ କୋରାପୁଟ ଜୟପୁର ଅଭୁମୁଖେ ପ୍ରତ୍ୟକ ଦିନ ଯାତ୍ରା କରିବ ।ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ରାସ୍ତା ରେ ଯଦି କୌଣସି ଜାଗାରେ କିଛି ଅଘଟନ ଘଟେ ତେବେ ଜୀ ପି ଏସ ମାଧ୍ୟମରେ ଓଡ଼ିଶା ମୋଟର ଭେଇକିଲ ବିଭାଗ ,ଏନ ସି ପି,ଲୋକାଲ ଥାନା ଏବଂ ମାଲିକ ଙ୍କ ନିକଟକୁ ତୁରନ୍ତ ଖବର ପହଂଚିବାର ବ୍ୟବସ୍ତା ମଧ୍ୟ ରହିଛି.। ତେବେ ଭଲଭୋ କମ୍ପାନୀ ଦ୍ୱାରା ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ବସ ବିଷୟରେ ଆସନ୍ତୁ ଜାଣିବା ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *