କାଶୀ ବିଶ୍ଵନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ସଭାପତି ଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ।


ଆଠମଲ୍ଲିକ ବ୍ଲକ ପାଇକ ସାହି ରେ ଥିବା କାଶୀ ବିଶ୍ଵନାଥ ମହାବିଦ୍ୟାଳୟ+୩ ରେ କେତେକ ଅନିୟମିତତା ନେଇ ନିକଟ ରେ ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ହେଇଥିଲା। ଯାହାକୁ ନେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତୋଫାନ ମହାନନ୍ଦିଆ ଆଜି ପ୍ରତିକ୍ରିୟା ରଖିଛନ୍ତି। ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ନିରୋଜ୍ କାନ୍ତ ସାହୁ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଠାକୁରଗଡ଼ ଥାନା ପୁଲିସ୍ କେସ ନ ୧୮୫/୨୩.୦୮.୨୦୨୪ ରେ ରୁଜ୍ଜୁ ହୋଇଛି। ମହାବିଦ୍ୟାଳୟ ର ୫ ଏକର ଜମି ଆବଶ୍ୟକ ଥିବା ବେଳେ ୪ ଏକର ଜମି ଦାନ ସୂତ୍ରରେ ଦେଇ ପରବର୍ତ୍ତୀ ସମୟରେ ସଭାପତି ତାକୁ ଖାରଜ କରିଦେଇଛନ୍ତି। ନିଜ ସ୍ତ୍ରୀ କୁ ଲାଇବ୍ରେରୀଆନ୍ ରଖାଇ ଡ୍ୟୁଟି ନ କରି ଦରମା ନେବା ନେଇ ତତ୍କାଳୀନ ଆଠମଲ୍ଲିକ ଉପ ଜିଲ୍ଲାପାଳ ଲଳିତ ମୋହନ ବେହେରା ଙ୍କ ଠାରେ ଅଭିଯୋଗ କରାଯାଇଥିଲା। ୟୁ ଜି ପି ଜି ପରୀକ୍ଷା ପାଇଁ ୫୧,୩୦୦(୨ ଥର)୧୮,୫୦୦ ଟଙ୍କା ନେଟ ବ୍ୟାଙ୍କିଙ୍ଗ ରେ ସମ୍ବଲପୁର university କୁ ଦାଖଲ ହୋଇଛି। ମୋତେ ଦଳିତ ଜାତିର ଯୁବକ କହି ଷୋଳ ପଦା+୨ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ନିରୋଜ କାନ୍ତ ପ୍ରଧାନ ଙ୍କୁ ଦାୟିତ୍ଵ ଦେଇଛନ୍ତି ସଭାପତି ନୀରୋଜ୍ କାନ୍ତ ସାହୁ

ଆଠମଲ୍ଲିକ ରୁ ବୁଲୁ ଦଳେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *