ଦଶହରା ପାଇଁ ବସିଲା ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ।

ପାର୍ବଣ ପୂର୍ବରୁ କଟକ ମହାନଗର ନିଗମ ପକ୍ଷରୁ ମେୟର ସୁବାସ ସିଂଙ୍କ ନେତୃତ୍ଵରେ ପୂଜା କମିଟି ଓ ମହାନଗର ଶାନ୍ତି କମିଟି ଏଵଂ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ବସିଲା ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ । ଏହି ବୈଠକ ରେ କଟକ ସହର ର ବିଭିନ୍ନ ସମସ୍ୟା ଯଥା ରାସ୍ତା ମରାମତି, ବିଦ୍ୟୁତ୍ ବ୍ୟବସ୍ଥା, ପାଣି, ଡ୍ରେନେଜ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ରହିଥିଲେ କଟକ ମେୟର ସୁବାସ ସିଂ ଓ ଡେପୁଟି ମେୟର ଦମୟନ୍ତୀ ମାଝୀ, କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କମିଶନର ଅନାମ ଚରଣ ପାତ୍ର ବହୁ ଆପତି ଅଭିଯୋଗ ପରେ ମେୟର ଓ କମିଶନରଙ୍କ ପ୍ରତିଶ୍ରୁତି ପାର୍ବଣ ପୂର୍ବରୁ ଶେଷ ହେବ ସହରର ବିଭିନ୍ନ ସମସ୍ୟା l

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *