ଦୁଇ ପୁଅ ମିଶି ମାଆ କୁ ମାରିଦେଇଛନ୍ତି

ମହାନଦୀ ବିହାର ସେକ୍ଟର -୨ ବ୍ରହ୍ମାନନ୍ଦ ଛକ ନିକଟରେ ଘଟିଛି ଏକ ଦୁଃଖଦ ଘଟଣା। ଦୁଇ ପୁଅ ମିଶି ମାଆ କୁ ମାରିଦେଇଛନ୍ତି ବୋଲି ପୋଲିସ ଅନୁମାନ କରୁଛି। ତେବେ ପ୍ରତ୍ୟେକ ଦିନ କିଛି କିଛି ଅଭାବନୀୟ ଘଟଣା ଘଟେ । ତେବେ ଦୁଇ ଜଣ ପୁଅ ମାନସିକ ରୋଗୀ ବୋଲି ଜଣା ପଡିଛି। ଧାରୁଆ ଅସ୍ତ୍ରରେ ପେଟକୁ ଆଘାତ କରିବା ଫଳରେ ମାଆ ର ମୃତ୍ୟୁ ଘଟିଛି। ଗୋଟେ ପୁଅ କୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ମୃତ ମାଆ ର ନାଁ ଅନିମା ମହାନ୍ତି

Leave a Reply

Your email address will not be published. Required fields are marked *