ଭରତପୁର ଥାନା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଅଛି

ଭରତପୁର ଥାନା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଅଛି। ଏହି ଘଟଣା ତଦନ୍ତ ପ୍ରକ୍ରିୟା ଚାଲୁଥିବା ବେଳେ ଥାନା ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିଲମ୍ବିତ କରିବା ପ୍ରତିବାଦରେ ଆଜି ବିଭିନ୍ନ ସାମାଜିକ ସଂଗଠନର ଏକ ପାଞ୍ଚ ଜଣିଆ ଟିମ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ମାନବାଧିକାର କର୍ମୀ ସସ୍ମିତା ଦାସ ଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *