ତାଳଢ଼ି ଖଣିର kccକଣ୍ଟାକ୍ଟର ର ମନୋମୁଖୀ କାର୍ଯ୍ୟକୁନେଇ ଧାରଣା ଦେଲେ ଗ୍ରାମବାସୀ ଓ଼ ଶ୍ରମିକ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମାଇନିଙ୍ଗ ସେକ୍ଟର ଅଧିନସ୍ତ ତାଳଢ଼ି ମାଇନ୍ସ ଖୋଲିବା ପୂର୍ବରୁ ଗ୍ରାମ ସଭା ଓ଼ ପବ୍ଲିକ ହେରିଙ୍ଗ କରି ଖଣି କର୍ତ୍ତୃପକ୍ଷ କଥା ଦେଇଥିଲେ ସ୍ଥାନୀୟ ନିଯୁକ୍ତି, ମେଡିକାଲ, ପିଇବା ପାଣିର ସୁବିଧା ଏହିପରି ବିଭିନ୍ନ କଥାଦେଇ, ଖଣି ଖଲିଥିଲେ, କିନ୍ତୁ ଖଣି ଖୋଲିବା ଠାରୁ ଆଜିକି ୮ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଫଳ ଶୂନ, ଖଣି ଖଳିବା ପରଠାରୁ ଆଜି ପ୍ରଯନ୍ତ ୧୪୦ଜଣକୁ ନିଯୁକ୍ତି ଦେଇ ୨୪୦ଜଣକୁ ନିଯୁକ୍ତି ଦେଇଛି କହି ଭୁଆଁ ବୁଲାଉଥିଲେ ଖଣି କତୃପକ୍ଷ, ଜିଲ୍ଲା ବାହାରୁ ଓ଼ ରାଜ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି, ସ୍ଥାନୀୟ ଲକେ ଅଭିଯୋଗ ଅନୁଯାଇ ପ୍ରଥମେ ବାହାର ରାଜ୍ୟର ଲକ ମାନଙ୍କୁ ନିଯୁକ୍ତିରୁ ବାହାର କରାଯାଉଛି, ଓ଼ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ,ପିଇବା ପାଣି ସୁଭିଧା କରାଯାଉ , ମେଡିକାଲ ସୁବିଧା କରାଯାଉ ଓ଼ ଖଣିର ଚାରି ପାର୍ଶ୍ୱ ଥିବା ଗ୍ରାମ ଗୁଡିକରେ ଖଣିର ଲାଲୀ ପାଣିଓ଼ ମାଟି ପଶି ଯାଉଛି ତାହାକୁ ଚେକଡେମ କରାଯାଉ ଓ଼ ତାଳଢ଼ି ଖଣିରେ ନି୍ୟଜିତ ଥିବା ଶ୍ରମିକଙ୍କୁ ୨୦%ବନସ ଦିଆଯାଉ,ଠିକ ଭାବରେ ଶ୍ରମିକଙ୍କୁ ଦରମା ଦିଆଯାଉ ଓ଼ ଫାଇନାଲ ଦେଲେ ଯାଇ ଧାରଣା ଉଠିବୁ ବୋଲି କହିଛନ୍ତି ସ୍ଥାନୀୟ ବାସୀ ,ଏହି ଧାରଣାରେ ବନେଇ ବିଧାୟକ ଲକ୍ଷମ ମୁଣ୍ଡା, ସି ଆଇଟିୟୁ ପ୍ରଭାତ ପଣ୍ଡା, ଜିଲ୍ଲାପରିଷଦ ସୁଶୀଳା ମୁଣ୍ଡା, ବାଦଲ ବାରିକ, ଲକ୍ଷଣ ମହାକୁଡ଼, ଚୁରଧାରା ସରପଞ୍ଚ ଓ଼ ତାଳଢ଼ି ଖଣିର ଶ୍ରମିକ, ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ

ସୁନ୍ଦରଗଡ଼ କୋଇଡାରୁ ଜିଲ୍ଲାପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *