ପର୍ବ ଶତ୍ରୁତା କୁ ନେଇ ଆକ୍ରମଣ

ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋଡ଼େନ ଗ୍ରାମ ପଞ୍ଚାୟତ ରେ ଅଭାବିୟ ଘଟଣା ଦେଖିବାକୁ ମିଳୁଛି,ବୋଡ଼େନ ଗ୍ରାମର ମୋହନ ଗୋପାଳ ବ୍ୟକ୍ତି ଙ୍କୁ ନିଜ ଗାଁ ରୁ ଖତ କିଣି ନିଜ ଜମି କୁ ଯିବା ସମୟରେ ତାଙ୍କ ଗ୍ରାମ ଏମି ସ୍କୁଲ୍ ପାଖରେ ତାଙ୍କ ଗ୍ରାମ କିଶୋର ଖଡିକାର,ପ୍ରେମଶିଳା ଖଡ଼ିକାର ,ଅବିନାଶ ଖଡ଼ିକାର, ଅନୁପମା ଖଡ଼ିକାର ପୂର୍ବ ଶତ୍ରୁତା କୁ ନେଇ ଦଳବଳ ହୋଇ ମୋହନ ଗୋପାଳ ଯିବା ଦେଖି ତାଙ୍କ ଗାଁ ସ୍କୁଲ ପାଖେ ଅପେକ୍ଷା କରି ରହିଥିଲେ, ଖତ ନେଇ କି ଫେରୁ ଥିବା ସମୟରେ ରାସ୍ତା ଅବରୋଧ କରି ମାଡ଼ ମାରି ରକ୍ତାତ କରି ଥିଲେ, ଯାହାରି ଫଳେରେ ମୋହନ ଗୋପାଳ ର ଚେତା ଶୂନ୍ୟ ହୋଇ ଯାଇଥିଲା, ତା ପରେ ତାଙ୍କ ଗାଁ ଲୋକେ ଘର ଲୋକ କୁ କହିବାର ତାଙ୍କ ପୁଅ ଫକୀର ଗୋପାଳ ,ତାଙ୍କ ଭାଇ ପୂର୍ଣ୍ଣ ଚନ୍ଦ୍ର ଗୋପାଳ କୁ ଫୋନ କରିବାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବଳେନ୍ସ ମାଧ୍ୟମରେ ତାଙ୍କ ଆଣିଲେ,ଡାକ୍ତର କହିବା ଅନୁସାରେ ମୋହନ ଗୋପାଳ ବେଶୀ ଗୁରୁତର ଥିବାରୁ ତୁରନ୍ତ ଭବାନୀପାଟଣ ମୁଖ୍ୟ ଚିକତ୍ସାଳୟ ପଠାଇ ଲେ ,ତାଙ୍କ ପରିବାର କହବା ଆନୁସରେ ତାଙ୍କ ବାପା ଜୀଵନ ରୁ ମାରି ଦେବା କୁ ଚେଷ୍ଟା କରି ଥିଲେ ବୋଲି ଅଭିଯୋଗ କରୁଛନ୍ତି,

କଳାହାଣ୍ଡି ଜିଲ୍ଲା ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *