ପଂଚାୟତ ମହାବିଦ୍ୟାଳୟ ରେ ପେରେଣ୍ଟସ, ଟିଚର ମିଟିଙ୍ଗ…

ଭାରତ ସରକାର ଙ୍କ ଦ୍ୱାରା ନିର୍ଦେସ୍ଥିତ ନିୟମାବଳୀ ଅନୁଯାଇ A Paar Id ସୃଷ୍ଟି କରିବା ନିମନ୍ତେ କୋମନା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ କଲେଜ ପ୍ରିନସିପାଲ ଶିତିକଣ୍ଠ ପଣ୍ଡା ଙ୍କ ଅଧକ୍ଷତା ରେ PTM ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି, ଆଜି ଅପରାହ୍ନ ରେ ଏହି ମିଟିଙ୍ଗ ରେ ଶତାଧିକ ପିତା, ମାତା ଓ ଅଭିଭାବକ ଉପସ୍ଥିତ ଥିଲେ l ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ରାଜକୁମାର ସୁନାନୀ ସଭା ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡି. ଡି. ସାହୁ ଏହି Apaar Id ବିଷୟ ରେ ଧାରଣା ଦେଇଥିଲେ , କଲେଜ ଅଧ୍ୟାପକ ଓ ଅଧ୍ୟାପିକା ସଙ୍ଗମିତ୍ରା ନାୟକ, ଲତା ବାଗ, ଅଭିମନ୍ୟୁ ମୁଣ୍ଡ , ପରିତୋଷ ସାହୁ, ଉପସ୍ଥିତ ଥିବାବେଳେ କଲେଜ କର୍ମଚାରୀ ଅଜୟ ପଣ୍ଡା, ସୁଲୟା ମଞ୍ଜରୀ ଠାକୁର, ପ୍ରକାଶ ହୋତା, ଜ୍ୟୋତି ସିଂ ଦେଓ, ଲୋକନାଥ ବାଗ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ l ନୂଆପଡା ଜିଲ୍ଲା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ………..

Leave a Reply

Your email address will not be published. Required fields are marked *