ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମଇଁଷି ଆକ୍ରମଣ ତିନି ଛାତ୍ରୀ ଆହତ

ନାଉଗାଁ ମେଡିକାଲ ରେ ସ୍ଵଚ୍ଚ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମଇଁଷି ଆକ୍ରମଣ ରେ ତିନି କଲେଜ ଛାତ୍ରୀ ଆହତ ଅବସ୍ଥାରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି l ଜଗତସିଂହପୁର ଜିଲ୍ଲା ନେହୁର ଯୁବ ସେବା କେନ୍ଦ୍ର ଆନୁକୂଲ୍ୟରେ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ରେଡକ୍ରସ ର ଛତ୍ରୀ ମାନଙ୍କୁ ନିଆଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଟାତ ମଇଁଷି ପଲ ପଶି ଛାତ୍ରୀ ମାନଙ୍କୁ ଆକ୍ରମଣ କରିଥିଲେ, ଯେଉଁ ଆକ୍ରମଣ ରେ ତିନି ଛାତ୍ରୀ ଆହାତ ହୋଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସତ ହେଉଥିବା ର ଦେଖା ଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *