ଜବର ଦଖଲ କାରୀ କୁ ଉଚ୍ଛେଦ କରିଛି ପ୍ରଶାସନ

  • ଜବର ଦଖଲ କାରୀ କୁ ଉଚ୍ଛେଦ କରିଛି ପ୍ରଶାସନ ଜବର ଦଖଲ କାରୀ କୁ ଉଚ୍ଛେଦ କରିଛି ପ୍ରଶାସନ, ଫୁଣି ଦେଖିବାକୁ ମିଳିଛି ମୋହନ ବୁଲେଡେ ଜର, ସରକାରୀ ଜମିକୁ ଜବର ଦଖଲ କରିଥିଲେ ହୋଇ ଯାଅନ୍ତୁ ସାବଧାନ, ନହଲେ କେତେବେଳେ ବି ପସିପାରେ ମୋହନ ବୁଲେଡ଼େଜୋର l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ଗଙ୍ଗଦା ନିକଟରେ ନିର୍ମାଣ ହେବାକୁ ଥିବା ରାଜ୍ବସ ନିରୀକ୍ଷକ ଙ୍କ କାର୍ଯାଳୟ ନିମନ୍ତେ ସ୍ଥାନ ରେ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରିଛି ପ୍ରଶାସନ l ସୂଚନା ମୁତାବକ ନାଉଗାଁ ଥାନା ଅଞ୍ଚଳ ର ଡେରିକି ନିକଟରେ ହେବାକୁ ଥିବା ରାଜ୍ବସ ନିରକ୍ଷକ ଙ୍କ କାର୍ଯ୍ୟଳୟ ନିମନ୍ତେ ସରକାରୀ ସ୍ଥାନ ନିରୂପଣ କରା ଯାଇଥିଲା l କିନ୍ତୁ ଉକ୍ତ ସ୍ତାନର କିଛି ଯାଗାକୁ ସୁରେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଭାବେ ଦଖଲ କରି ରଖିଥିଲେ l ତେବେ ଆଜି ପୋଲିସ ପ୍ରଶାସନ ସାହାଯ୍ୟ ରେ ନାଉଗାଁ ତହସିଲ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସରକାରୀ ଜମି କୁ ଚି଼ହ୍ନଟ କରି ଜବର ଦଖଲ କାରୀ କୁ ଉଚ୍ଛେଦ କରିଥିବା ର ଦେଖା ଯାଇଛି l
    ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *