ଭୁବନରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀରେ ମୋଟ ୧୪୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ କିଛି ସାମୂହିକ ଏବଂ କିଛି ବ୍ୟକ୍ତିଗତ ଅଭିଯୋଗ ଆସିଛି, ଭୁବନ ଥାନା …

ଭୁବନରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ Read More

ନୂଆପଡା ଜିଲ୍ଲା କୋମନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଲଙ୍ଗୀପଡା ଠାରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି

ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ଙ୍କ ଅଭିନବ ଶିକ୍ଷାଦାନ ଦେଖି ଅଭିଭାବକ ଓ ଗ୍ରାମବାସି ଉଚ୍ଚପ୍ରଶଂସା କରିଥିଲେ,ସହ ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ପେସା ରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ୍ୟ ନିଶା ତାଙ୍କର ଅଭିନୟ l ସେ କୋଶଲି ଭାଷାରେ ଧନୁଯାତ୍ରା ମଞ୍ଚ …

ନୂଆପଡା ଜିଲ୍ଲା କୋମନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଲଙ୍ଗୀପଡା ଠାରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି Read More

ବେଆଇନ ଭାବରେ ଚାଲୁଛି ଚୋରା ବାଲିଘାଟ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବା କୁ ମିଳୁଛି ଧମକ

  ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ର ନାଉଗାଁ ବ୍ଲକର କୋରୁଅ ପଞ୍ଚାୟତ ଦେଇ ଦେବି ନଦୀ ପ୍ରବାହିତ ହେଇଛି। କିନ୍ତୁ ଦୁଃଖର ବିଷୟ ଏହି ପଞ୍ଚାୟତ କୁ ଲାଗି ପୁରି ଜିଲ୍ଲା କାକଟପୁର ବ୍ଲକ ର ତିନିଗୋଟି ପଞ୍ଚାୟତ ଲାଗିରହିଛି। …

ବେଆଇନ ଭାବରେ ଚାଲୁଛି ଚୋରା ବାଲିଘାଟ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବା କୁ ମିଳୁଛି ଧମକ Read More

ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ -୨୦୨୪

ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ୫୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ “ଜଳବାୟୁ ପରିବର୍ତନ ସାହିତ୍ୟ ପ୍ରତିବିମ୍ବ ୨୦୨୪ “‘ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କବି/କବୟିତ୍ରୀ ଓ ଲେଖକ/ଲେଖିକାମାନେ ଜଳବାୟୁ ପରିବର୍ତ୍ତନର …

ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ -୨୦୨୪ Read More

ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ କେନ୍ଦ୍ର ଓ ରାଜ୍ୟ ବଜେଟ କୁ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ତା:୨୭.୦୭. ନୂଆପଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଓ ରାଜ୍ୟ ବଜେଟ …

ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ Read More

ଗାନ୍ଧୀ ଛକରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରାତି ଅଧରେ ଉଠାଇନେଲା ପୌର ପ୍ରଶାସନ

ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଗାନ୍ଧୀ ପ୍ରତିମୂର୍ତ୍ତିକୁ ରାତି ଅଧରେ ଉଠାଇନେଲା ପୌର ପ୍ରଶାସନ।ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଗାନ୍ଧୀ ଛକ ନିକଟରେ ଥିବା ସର୍ବ ପୁରାତନ ଗାନ୍ଧୀ ମୂର୍ତ୍ତିକୁ ବିଳମ୍ବିତ ରାତିରେ ବଜାର କମିଟିକୁ ନଜଣାଇ ଠିକାଦାର ଉଠାଇ ନେଇଯାଇଛି।ଏଭଳି …

ଗାନ୍ଧୀ ଛକରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରାତି ଅଧରେ ଉଠାଇନେଲା ପୌର ପ୍ରଶାସନ Read More

ରୋଗୀ ଚିକିତ୍ସିତ ହେଉଥିବା ସମୟରେ ଘର ଖାଲି କରିବାକୁ ଧମକ

ମଙ୍ଗଳାବଗ ସ୍ଥିତ କାଠଗୋଲା ଠାରେ ଅବସ୍ଥିତ ଉର୍ମିଳା ନସିଂହୋମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗତ ଗୁରୁବାର ଦିନ ଉର୍ମିଳା ନସିଂହୋମରେ ରୋଗୀମାନେ ଚିକିତ୍ସିତ ହେଉଥ‌ିବା ସମୟରେ ଘର ମାଲିକ ମନୋଜ ମହାରଣା କିଛି ଲୋକଙ୍କୁ ସାଙ୍ଗରେ ଧରି …

ରୋଗୀ ଚିକିତ୍ସିତ ହେଉଥିବା ସମୟରେ ଘର ଖାଲି କରିବାକୁ ଧମକ Read More

ସୀମା ସୁରକ୍ଷା ବାହୀନୀ ଙ୍କ ଗାଡି ଧକା ରେ ଜଣେ ମୃତ ଜଣେ ଗୁରୁତର

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ରେ ଘଟିଛି ଏକ ମର୍ମାନ୍ତୁକ ସଡକ ଦୁର୍ଘଟଣା ଯେଉଁଥିରେ ଜଣଙ୍କର ମୃତୁ ଘଟିଥିବା ବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଘଟଣା …

ସୀମା ସୁରକ୍ଷା ବାହୀନୀ ଙ୍କ ଗାଡି ଧକା ରେ ଜଣେ ମୃତ ଜଣେ ଗୁରୁତର Read More

ସାଇକେଲ ରେ ଅନୁଗୋଳ ରୁ କେଦାରନାଥ ଅଭିମୁଖେ ଯାତ୍ରା

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆମ୍ବମୁଣ୍ଡା ଗ୍ରାମର ପିତା ଚେରୁ ମାଝୀ ମାତା ଲାବନ୍ୟ ମାଝୀ ଙ୍କ ୨୨ ବର୍ଷ ର ପୁଅ ସନୁ ମାଝୀ ଆଜି ସକାଳ ୫ ଘଣ୍ଟିକା ସମୟରେ …

ସାଇକେଲ ରେ ଅନୁଗୋଳ ରୁ କେଦାରନାଥ ଅଭିମୁଖେ ଯାତ୍ରା Read More

ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ଅଗଷ୍ଟ 16 ରେ ପରବର୍ତ୍ତୀ ଶୁଣାଣି

ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା। କଟକ ସ୍ୱତନ୍ତ୍ର ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ଗତ ଜୁଲାଇ 19 ରେ ବର୍ଷା ଙ୍କ ଭଉଣୀ ବନାନୀ ଦଲେଇ ଙ୍କ …

ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ଅଗଷ୍ଟ 16 ରେ ପରବର୍ତ୍ତୀ ଶୁଣାଣି Read More