ରୁଷ୍‌ ଓ ଚୀନ୍‌ ଉପରେ ନୂଆ କଟକଣା ଜାରି ପାଇଁ ଯୋଜନା କରୁଛି ଆମେରିକା: ରିପୋର୍ଟ

ୱାସିଂଟନ୍‌: ଶୁକ୍ରବାର ଦିନ ରୁଷ୍‌ ଓ ଚୀନ୍‌ ଉପରେ ଆମେରିକା ନୂଆ କଟକଣା ଜାରି କରିବାକୁ ଯୋଜନା କରୁଥିବା କଥା ଗୁରୁବାର ଦିନ ଦୁଇଜଣ ଆମେରିକୀୟ ସରକାରୀ ଅଧିକାରୀ କହିଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ୟୁକ୍ରେନ୍‌ …

ରୁଷ୍‌ ଓ ଚୀନ୍‌ ଉପରେ ନୂଆ କଟକଣା ଜାରି ପାଇଁ ଯୋଜନା କରୁଛି ଆମେରିକା: ରିପୋର୍ଟ Read More

ହିଜାବ୍‌ ବିରୋଧୀ ପ୍ରତିବାଦ ବେଳେ ଇରାନୀୟ ମହିଳାଙ୍କ ଆଖି, ଛାତି ଓ ଜଙ୍ଘରେ ଗୁଳି ମରାଯାଇଛି: ରିପୋର୍ଟ

ନୂଆଦିଲ୍ଲୀ: ଇରାନ୍‌ରେ ହିଜାବ୍‌ ବିରୋଧୀ ପ୍ରତିବାଦ ସମୟରେ ଇରାନୀୟ ମହିଳାଙ୍କ ମୁହଁ, ଆଖି, ଛାତି ଓ ଗୁପ୍ତାଙ୍ଗରେ ଗୁଳି ମରାଯାଇଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି। ଏଥିସହ ପ୍ରତିବାଦକାରୀ ମହିଳାମାନଙ୍କୁ ବେତ୍ରାଘାତ କରାଯିବା ସହିତ ହାତକଡ଼ି ପକାଯାଇଥିଲା। ଗୁଳି ଚୋଟରେ …

ହିଜାବ୍‌ ବିରୋଧୀ ପ୍ରତିବାଦ ବେଳେ ଇରାନୀୟ ମହିଳାଙ୍କ ଆଖି, ଛାତି ଓ ଜଙ୍ଘରେ ଗୁଳି ମରାଯାଇଛି: ରିପୋର୍ଟ Read More

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ

ବୈତୂଲ: ମଧ୍ୟପ୍ରଦେଶର ବୈତୂଲ ଅଞ୍ଚଳରେ ଥିବା ବୋର୍‌ୱେଲ୍‌ରେ ଖସି ପଡ଼ିଥିବା ୮ ବର୍ଷିୟ ତନ୍ମୟ ସାହୁଙ୍କୁ ବାହାର କରିବା ଲାଗି ଚାଲିଥିବା ଉଦ୍ୟମ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ହେବ ଜାରି ରହିଛି। ମାଟି ଭିତରେ ପଥର ଥିବାରୁ ଖନନରେ …

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ Read More

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର (ଉପା) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ …

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ Read More

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ଶିମ୍‌ଲା: ହିମାଚଳ‌ ପ୍ରଦେଶରେ ବିଜୟ ହାସଲ କରିବା ପରେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍‌- ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି କଂଗ୍ରେସ ବିଧାୟକମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନ୍ୟୂନ ୪ଜଣ ଆଶାୟୀ ଅଛନ୍ତି। ଆଉ …

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ Read More

ଗୋ ଚାଲାଣର କରିଡର କେନ୍ଦୁଝର: ପୁଲିସ ଛାଡୁଛି, ଏସ୍‌ଟିଏଫ୍‌ ଧରୁଛି

କେନ୍ଦୁଝର : କେନ୍ଦୁଝର  ପାଲଟିଛି ବେଆଇନ ଗୋ ଚାଲାଣର କରିଡର। କେବେ ପିକ୍‌ଅପ୍‌ ଭ୍ୟାନ ତ ଆଉକେବେ କଣ୍ଟେନର ଭର୍ତ୍ତି ଗୋରୁ କେନ୍ଦୁଝର ଛାତି ଉପରେ ନିୟମିତ ଚାଲାଣ ହେଉଛି। ପୁଲିସ ଗୋରୁ ଚାଲାଣକାରୀଙ୍କୁ ହାତ ମାରିପାରୁ ନଥିବା ବେଳେ ଏସ୍‌ଟିଏଫ୍‌ …

ଗୋ ଚାଲାଣର କରିଡର କେନ୍ଦୁଝର: ପୁଲିସ ଛାଡୁଛି, ଏସ୍‌ଟିଏଫ୍‌ ଧରୁଛି Read More

ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡ଼ିଲା ଗଞ୍ଜାମ

ବ୍ରହ୍ମପୁର : ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ …

ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡ଼ିଲା ଗଞ୍ଜାମ Read More

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, ଥାନାରେ ଏତଲା

କରଞ୍ଜିଆ ଗୋଲେଇ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏକ ସୋରିଷ ତେଲ କମ୍ପାନି କରଞ୍ଜିଆ ସହର ସମେତ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ବଡ଼ ବ୍ୟାନର୍‌ ଓ ହୋର୍ଡ଼ିଂ ଲଗାଇଛି। ନିଜ ଉତ୍ପାଦକୁ ବିଜ୍ଞାପିତ କରିବା ପାଇଁ …

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, ଥାନାରେ ଏତଲା Read More

ସୀତାଙ୍କ ସହ କଳି: ୪୨ ବର୍ଷ ହେଲା ଭାତ ଖାଇନାହାନ୍ତି ରାମ

କୋରେଇ : ଏହା ରାମାୟଣର ପ୍ରଭୁ ରାମଚନ୍ଦ୍ର-ସୀତାଙ୍କ କାହାଣୀ ନୁହେଁ। ରାମାୟଣରେ କ’ଣ ଏହିଭଳି କାହାଣୀ ଅଛି? ଏହାହେଉଛି, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମର ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ଘଟିଥିବା ଏକ …

ସୀତାଙ୍କ ସହ କଳି: ୪୨ ବର୍ଷ ହେଲା ଭାତ ଖାଇନାହାନ୍ତି ରାମ Read More

ନେମାଳରେ ସଶସ୍ତ୍ର ଡକାୟତି: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କଟକ: କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି। ଏଠାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, …

ନେମାଳରେ ସଶସ୍ତ୍ର ଡକାୟତି: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର Read More