ନକଲି ଔଷଧ କେଳେଙ୍କାରୀ: ଆଉ ଏକ ଭୂତସଂସ୍ଥା ଠାବ

କଟକ : ବିହାର ପାଟଣାର ଔଷଧ ମାଫିଆ ବିକାଶ କୁମାର ଭୂତ କମ୍ପାନି ନାଁରେ କଟକରେ କୋଟିଏ ଟଙ୍କା ଔଷଧ ବିକ୍ରି କରିଛି। ଯେଉଁ କମ୍ପାନି ନାଁରେ ଔଷଧ ପଠାଯାଉଥିଲା, ସେଭଳି କୌଣସି କମ୍ପାନି ପାଟଣାରେ ନଥିବା ଜଣାପଡ଼ିଛି। ଗତ ଜୁନ୍‌ …

ନକଲି ଔଷଧ କେଳେଙ୍କାରୀ: ଆଉ ଏକ ଭୂତସଂସ୍ଥା ଠାବ Read More

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ

ବୈତୂଲ: ମଧ୍ୟପ୍ରଦେଶର ବୈତୂଲ ଅଞ୍ଚଳରେ ଥିବା ବୋର୍‌ୱେଲ୍‌ରେ ଖସି ପଡ଼ିଥିବା ୮ ବର୍ଷିୟ ତନ୍ମୟ ସାହୁଙ୍କୁ ବାହାର କରିବା ଲାଗି ଚାଲିଥିବା ଉଦ୍ୟମ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ହେବ ଜାରି ରହିଛି। ମାଟି ଭିତରେ ପଥର ଥିବାରୁ ଖନନରେ …

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ Read More

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର (ଉପା) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ …

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ Read More

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ଶିମ୍‌ଲା: ହିମାଚଳ‌ ପ୍ରଦେଶରେ ବିଜୟ ହାସଲ କରିବା ପରେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍‌- ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି କଂଗ୍ରେସ ବିଧାୟକମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନ୍ୟୂନ ୪ଜଣ ଆଶାୟୀ ଅଛନ୍ତି। ଆଉ …

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ Read More

ଗୋ ଚାଲାଣର କରିଡର କେନ୍ଦୁଝର: ପୁଲିସ ଛାଡୁଛି, ଏସ୍‌ଟିଏଫ୍‌ ଧରୁଛି

କେନ୍ଦୁଝର : କେନ୍ଦୁଝର  ପାଲଟିଛି ବେଆଇନ ଗୋ ଚାଲାଣର କରିଡର। କେବେ ପିକ୍‌ଅପ୍‌ ଭ୍ୟାନ ତ ଆଉକେବେ କଣ୍ଟେନର ଭର୍ତ୍ତି ଗୋରୁ କେନ୍ଦୁଝର ଛାତି ଉପରେ ନିୟମିତ ଚାଲାଣ ହେଉଛି। ପୁଲିସ ଗୋରୁ ଚାଲାଣକାରୀଙ୍କୁ ହାତ ମାରିପାରୁ ନଥିବା ବେଳେ ଏସ୍‌ଟିଏଫ୍‌ …

ଗୋ ଚାଲାଣର କରିଡର କେନ୍ଦୁଝର: ପୁଲିସ ଛାଡୁଛି, ଏସ୍‌ଟିଏଫ୍‌ ଧରୁଛି Read More

ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡ଼ିଲା ଗଞ୍ଜାମ

ବ୍ରହ୍ମପୁର : ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ …

ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡ଼ିଲା ଗଞ୍ଜାମ Read More