ରୁଷ୍‌ ଓ ଚୀନ୍‌ ଉପରେ ନୂଆ କଟକଣା ଜାରି ପାଇଁ ଯୋଜନା କରୁଛି ଆମେରିକା: ରିପୋର୍ଟ

ୱାସିଂଟନ୍‌: ଶୁକ୍ରବାର ଦିନ ରୁଷ୍‌ ଓ ଚୀନ୍‌ ଉପରେ ଆମେରିକା ନୂଆ କଟକଣା ଜାରି କରିବାକୁ ଯୋଜନା କରୁଥିବା କଥା ଗୁରୁବାର ଦିନ ଦୁଇଜଣ ଆମେରିକୀୟ ସରକାରୀ ଅଧିକାରୀ କହିଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ୟୁକ୍ରେନ୍‌ …

ରୁଷ୍‌ ଓ ଚୀନ୍‌ ଉପରେ ନୂଆ କଟକଣା ଜାରି ପାଇଁ ଯୋଜନା କରୁଛି ଆମେରିକା: ରିପୋର୍ଟ Read More

ହିଜାବ୍‌ ବିରୋଧୀ ପ୍ରତିବାଦ ବେଳେ ଇରାନୀୟ ମହିଳାଙ୍କ ଆଖି, ଛାତି ଓ ଜଙ୍ଘରେ ଗୁଳି ମରାଯାଇଛି: ରିପୋର୍ଟ

ନୂଆଦିଲ୍ଲୀ: ଇରାନ୍‌ରେ ହିଜାବ୍‌ ବିରୋଧୀ ପ୍ରତିବାଦ ସମୟରେ ଇରାନୀୟ ମହିଳାଙ୍କ ମୁହଁ, ଆଖି, ଛାତି ଓ ଗୁପ୍ତାଙ୍ଗରେ ଗୁଳି ମରାଯାଇଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି। ଏଥିସହ ପ୍ରତିବାଦକାରୀ ମହିଳାମାନଙ୍କୁ ବେତ୍ରାଘାତ କରାଯିବା ସହିତ ହାତକଡ଼ି ପକାଯାଇଥିଲା। ଗୁଳି ଚୋଟରେ …

ହିଜାବ୍‌ ବିରୋଧୀ ପ୍ରତିବାଦ ବେଳେ ଇରାନୀୟ ମହିଳାଙ୍କ ଆଖି, ଛାତି ଓ ଜଙ୍ଘରେ ଗୁଳି ମରାଯାଇଛି: ରିପୋର୍ଟ Read More

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ

ବୈତୂଲ: ମଧ୍ୟପ୍ରଦେଶର ବୈତୂଲ ଅଞ୍ଚଳରେ ଥିବା ବୋର୍‌ୱେଲ୍‌ରେ ଖସି ପଡ଼ିଥିବା ୮ ବର୍ଷିୟ ତନ୍ମୟ ସାହୁଙ୍କୁ ବାହାର କରିବା ଲାଗି ଚାଲିଥିବା ଉଦ୍ୟମ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ହେବ ଜାରି ରହିଛି। ମାଟି ଭିତରେ ପଥର ଥିବାରୁ ଖନନରେ …

ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ Read More

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର (ଉପା) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ …

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ Read More

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ଶିମ୍‌ଲା: ହିମାଚଳ‌ ପ୍ରଦେଶରେ ବିଜୟ ହାସଲ କରିବା ପରେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍‌- ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି କଂଗ୍ରେସ ବିଧାୟକମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନ୍ୟୂନ ୪ଜଣ ଆଶାୟୀ ଅଛନ୍ତି। ଆଉ …

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ Read More