୨୫ ବର୍ଷରେ ପଦାର୍ପଣ କଲା ଭାରତ ମସଲା ।

ପ୍ରତିବର୍ଷ ପରି ଚଳିତ ବର୍ଷ ନିକର ପରମ୍ପରାକୁ ଅକ୍ଷୁର୍ଣ ରଖ୍ ଭାରତ ମସଲା କଂପାନୀ ପକ୍ଷରୁ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୭ ତାରିଖ ଗଣେଷ ଚତୁର୍ଥୀ ଦିନ ପାଳନ ହେବାକୁ ଯାଉଛି । ବାରଙ୍ଗ, ରାମଦାସପୁରସ୍ଥିତ ଭାରତ ମସଲା …

୨୫ ବର୍ଷରେ ପଦାର୍ପଣ କଲା ଭାରତ ମସଲା । Read More

ଲଗାଣ ବର୍ଷା ରେ ବେହାଲ ମାଲକାନ ଗିରି ସହର ମୂଖ୍ଯ ରାସ୍ତାରେ କୃତ୍ରିମ ବନ୍ୟା

ମାଲକାନ ଗିରି ଜିଲ୍ଲାରେ ଗତ କିଛି ଦିନ ହେବ ବର୍ଷା କମିବାର ନା ନେଉନି। ଲଗାଣ ବର୍ଷା ରେ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଲଗାତାର ଭାବରେ ବର୍ଷା ଜାରି ରହିଥିବା ବେଳେ ଆଜି ମାଲକାନ ଗିରି ସଦର ମହକୁମାର ଦୃଷ୍ୟ …

ଲଗାଣ ବର୍ଷା ରେ ବେହାଲ ମାଲକାନ ଗିରି ସହର ମୂଖ୍ଯ ରାସ୍ତାରେ କୃତ୍ରିମ ବନ୍ୟା Read More

ଡି ସି ପି ଅନିଲ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ଆଗାମୀ ପୂଜା ବଜାର କୁ ନଜର ରେ ରଖି କଟକ ସାଉଣ୍ଡ ଓ ଲାଇଟ୍ ଓନର ଆସୋସିଏସନ୍ ପକ୍ଷରୁ କଟକ ଅତିରିକ୍ତ ଡି ସି ପି ଅନିଲ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହା ପରେ ସାଉଣ୍ଡ ସିଷ୍ଟମ୍ …

ଡି ସି ପି ଅନିଲ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। Read More

ସ୍ଵଚ୍ଛତା ର ହେବ ଜୟ, କଟକ ପାଇବ ନୂଆ ପରିଚୟ

ଆଜି ସ୍ବାୟତ୍ତ ଶାସନ ଦିବସ । ଆଜି ପୂର୍ବାହ୍ନ ରେ କଟକ ମହାନଗର ନିଗମ ପରିସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା ଓ ପରେ ପରେ ଏକ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା।ଆଜି ଦିନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ …

ସ୍ଵଚ୍ଛତା ର ହେବ ଜୟ, କଟକ ପାଇବ ନୂଆ ପରିଚୟ Read More

କର୍ମଚାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା କମ୍ପାନୀ

କଟକ ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘର ଦୀର୍ଘ ପଚାଶ ଦିନ ଧରି କମ୍ପାନୀ ସମ୍ମୁଖରେ ଦୀର୍ଘଦିନ ଧରି ଚଳାଇଥିବା ଆନ୍ଦୋଳନ ସଫଳ ହୋଇଛି । ଯାହା ଫଳରେ ଆଜି ଦୀର୍ଘ ପଚାସ ଦିନର ଆନ୍ଦୋଳନ ପ୍ରତ୍ୟାହାର କରିନିଅଯାଇଛି …

କର୍ମଚାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା କମ୍ପାନୀ Read More

ଆସୁଛି ଗଣେଶ ପୂଜା, ଚାଲିଛି ରାସ୍ତା ମରାମତି।

ଆସୁଛି ଗଣେଶ ପୂଜା, ଚାଲିଛି ରାସ୍ତା ମରାମତି ଶ୍ରାବଣ ର ଶେଷ ଭାଗ ବର୍ଷାରେ ବେହାଲ ରାସ୍ତା ଘାଟ।ପାର୍ବଣ ଋତୁ ଆଗମନ ରେ ଏସବୁ ରାସ୍ତାଗୁଡିକର ମରାମତି ପାଇଁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ। ଦ୍ରୁତ ଗତିରେ ଚାଲିଛି ମରାମତି।ତେବେ …

ଆସୁଛି ଗଣେଶ ପୂଜା, ଚାଲିଛି ରାସ୍ତା ମରାମତି। Read More

ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବ ତାଳ ଗଛ।

ଦିନକୁ ଦିନ କଳ କାରଖାନା, ଗାଡ଼ି ମୋଟର ବୃଦ୍ଧି ହେତୁ ଯେଉଁ ଭଳି ଭାବେ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି ସେଥିରେ ପରିବେଶ ପ୍ରଦୂଷିତ ହେଇ ନାନା ରୋଗ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା …

ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବ ତାଳ ଗଛ। Read More

ବୋହୂ ର ଗରମ ପାଣିମାଡରେ ଶାଶୁ ଗୁରୁତରପୁଅ ବୋହୂ ଗିରଫ….

(ପପୁ ସାହୁ ଙ୍କ ରିପୋର୍ଟ୍)ଘରୋଇ କଳିକୁ ନେଇ ବୋହୂର ଅମାନବୀୟ କାଣ୍ଡ, ବୋହୂ ର ଗରମ ପାଣି ମାଡ ରେ ଶାଶୁ ଗୁରୁତର ହୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଭୁବନ ଗୋପାଳପୁର ପାଟଣା …

ବୋହୂ ର ଗରମ ପାଣିମାଡରେ ଶାଶୁ ଗୁରୁତରପୁଅ ବୋହୂ ଗିରଫ…. Read More

କଟକ, ରାଣୀହାଟ ରାଧାଗୋବିନ୍ଦଜୀୟୁ ମନ୍ଦିରରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ।

ଅତି ଆଡମ୍ବର ତଥା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ,ରୀତି ନୀତି ଅନୁସାରେ ପୂଜା ପାଠ ସହିତ ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ଉଚ୍ଛୁଳି ପଡ଼ିଛି ମଠ ମନ୍ଦିର,ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ …

କଟକ, ରାଣୀହାଟ ରାଧାଗୋବିନ୍ଦଜୀୟୁ ମନ୍ଦିରରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ। Read More

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ ।

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ । କଟକ ଭିଜିଲାନ୍ସ ବିଭାଗ ଦ୍ୱାରା ଓଡିଶା ଉଚ୍ଚ ମାଧ୍ୟମିକ ପରିଷଦ କାର୍ଯ୍ୟଳୟର କର୍ମଚାରୀ ପୁରେନ୍ଦ୍ର ସେଠୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । …

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ । Read More