ବାରବାଟୀ ରାଜନୀତି ….


ସୁବାଷ ସିଂ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରନ୍ତୁ – ଶ୍ରୀତମ ଦାସ

ବି.ସି.ସି.ଆଇ ର ୨୦୧୬ ନୀତି ଅନୁଯାଇ ପଥମେ ବାରବାଟୀ ଷ୍ଟାଡିୟମର ମାଲିକାନା ସତ୍ତ୍ଵ OCA ଅଧୀନକୁ ଆସିବା ପରେ ଯାଇ ରୁପାନ୍ତରିକରଣ କାର୍ଯ୍ୟ ପ୍ରକ୍ରିୟା ଆଗେଇ ପାରିବ। ତେବେ ଏହି ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ କରିବା ପାଇଁ ନିକଟରେ ରାଜ୍ୟ ସରକାର ଦୀର୍ଘ ବର୍ଷ ପରେ ଜମିର ମାଲିକାନା OCA କୁ ହସ୍ତାନ୍ତର କରିବା ପରେ, କଟକ ବାସୀ ଓ ଖେଳ ପ୍ରେମୀ ଙ୍କୁ ନିରାଶ କରିବା ନିଶ୍ଚୟ ଦୁଃଖ ଓ ପରିତାପ ର ବିଷୟ। ଏଥି ପାଇଁ କଟକ ମେୟର ସୁବାଷ ସିଂ ବାରମ୍ବାର ପ୍ରେସ ମିଟ କରି ପ୍ରତିକ୍ରିୟା ଦେଉଥିବା ବେଳେ ତାଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବି ଜେ ପି ର ଯୁବ ନେତା ଶ୍ରୀତମ ଦାସ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *