ଏମପେରିଆଲ ପ୍ରେସିଡେନ୍ସି ରେ ଗୁରୁ ଦିବସ ପାଳିତ

ନୂଆପଡା ଜିଲ୍ଲା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଏମପେରିଆଲ ପ୍ରେସିଡେନ୍ସି ରେ ଗୁରୁ ଦିବସ ପାଳିତ l ଶିକ୍ଷ୍ୟା ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମାନ ଅସିତ କୁମାର ସୁପକାର ଓ କଲେଜ ଅଧକ୍ଷ୍ୟା ତନୟା ଚକ୍ରବର୍ତି ଙ୍କ ପ୍ରତେକ୍ଷ୍ୟ ତଥ୍ୟବଧାନେରେ ଗୁରୁଦିବସ ବହୁ ଆଡ଼ମ୍ବରେ ପାଳିତ ହୋଇ ଯାଇଛି, ଆଜକୁ 12 ବର୍ଷା ଧରି ଏହି ଶିକ୍ଷା ଅନୁଷ୍ଠାନ ଶହ ଶହ ଛାତ୍ର ଛାତ୍ରୀ ଙ୍କୁ ଉଛ ତର ଶିକ୍ଷା କ୍ଷେତ୍ର ରେ ପହଞ୍ଚାଇ ଥିବା ବେଳେ ନୂଆପଡା ଜିଲ୍ଲା ରେ ନିଜର ଦବଦବା ଜାହିର ରଖିଛି, କଲେଜ ପ୍ରତିଷ୍ଠାତା ଶ୍ରୀମାନ ସୁପକାର ନିଜେ ଜଣେ ଇଂରାଜୀ ଅଧ୍ୟାପକ ହୋଇଥିବା ବେଳେ, ଜିଲ୍ଲା ତଥା ଜିଲ୍ଲା ବାହାର ର ଗରିବ ଓ ମଧ୍ୟବିତ ପରିବାର ର ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚତର ଶିକ୍ଷା ଦେବାକୁ ନିଜର ବ୍ରତ ବୋଲି ଭାବି ନେଇଛନ୍ତି, ଆଜି ଗୁରୁ ଦିବସ ଅବସର ରେ ଏହି ଅନୁଷ୍ଠାନ ରେ 50 ରୁ ଉର୍ଦ୍ଧ ଅଧ୍ୟାପିକ ଓ ଅଧ୍ୟାପିକା ଙ୍କୁ ଉପଢୌକାନା ଦେଇ ସମ୍ମାନିତ କରାଯାଇ ଥିବା ବେଳେ, ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ କୁ ଏଂପେରିୟଲ ସ୍କୁଲ ର ବିଜୟ, ସୁଧୀର, ଦଣ୍ଡସେନା, ସାରଙ୍ଗ,ସୋନିଆ, ଖିଳେନ୍ଦ୍ରି, ଅଞ୍ଜଳି, ପିକୁ ଆଗେଇ ନେଇଥିବା ବେଳ ଅନ୍ୟ କର୍ମଚାରି ଓ କଲେଜ ର ସେନିଅର ଛାତ୍ର ଛାତ୍ରୀ ସହଯୋଗ କରି ଥିଲେ, ଆଜି ଗୁରୁ ଦିବସ ଓ ସ୍ୱାଗତ ସମର୍ଦ୍ଧନା ଉଚ୍ଚବ ର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅଭିଭାବକ ଓ ଅବିଭାବକା ମନ ଭରି ଉପଭୋଗ କରି ଥିଲେ, ନୂଆପଡା ଜିଲ୍ଲା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ………………

Leave a Reply

Your email address will not be published. Required fields are marked *