ଜୟପୁର, ମାଲକାନ ଗିରି 326 ନମ୍ବର ଜାତୀୟ ରାଜପଥର ଗୋବିନ୍ଦ ପାଲ୍ଲୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୃଘଟଣା ଚାଳକ ଗୁରୁତର।

ଆଜି ସକାଳ 9:30ମିନିଟ୍ ସମୟରେ ଜୟପୁର ଠାରୁ ମାଲକାନ ଗିରି ଅଭିମୂଖେ ଆସୁଥିବା ଏକ ମାଲ ବଝେଇ ଟ୍ରକ ଗୋବିନ୍ଦ ପାଲ୍ଳୀ ଘାଟିରେ ଭାରସାମ୍ଯ ହରାଇ ଦୃଘଟଣା ଗ୍ରସ୍ତ ହୋଇ ଛି।ଟ୍ରକ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇ ଥିବାବେଳେ ଚାଳକ କିନ୍ତୁ ଗୁରୁତର ଆହାତ ହୋଇ ଛନ୍ତି ଘଟଣା ସ୍ଥଳ ରେ ବୈପାରି ଗୁଡା ଅଗ୍ନିଶମ ବାହିନି ଓ ମନ୍ତ୍ରୀ ଆମ୍ବ ଠାରେ ଅବସ୍ଥାପିତ ସୀମା ସୁରକ୍ଷା ଯବାନ ମାନେ ପହଞ୍ଚି ଟ୍ରକ ଚାଳକୁ ଉଦ୍ଧାର କରି କୋରାପୁଟ ମେଡିକାଲ କୁପଠାଇଥିବାର ସୁଚନା ମିଳିଛି।ଦୃଘଟଣା ଗ୍ରସ୍ତ ଟ୍ରକ୍ ଟି AP21TY3334 ଆନ୍ଧ୍ର ପ୍ରଦେଶ ରେଜିଷ୍ଟ୍ରେସନ ହୋଇ ଥିବା ବେଳେ କେଉଁ ପରିସ୍ଥିତିରେ ଗାଡିଟି ଦୃଘଟଣା ଗ୍ରସ୍ତ ହୋଇ ଛି ସେ ନେଇ ବୈପାରି ଗୁଡା ପୋଲିସ ଅଧିକ ତଦନ୍ତ କରୁଥିବା ବିଶେଷ ସୁତ୍ର ରୁ ଜଣାପଡିଛି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *