ଧର୍ମଗଡ ସହରରେ ବାରମ୍ବାର କୂତ୍ରିମ ବନ୍ୟା ପରିସ୍ଥିତି !

କାହିଁକି ସୁଧୁରି ପାରୁନାହିଁ ଏହି ସମସ୍ୟା ଦାୟୀ କିଏ ?

ଧର୍ମଗଡ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧର୍ମଗଡ ଜାତୀୟ ରାଜରାସ୍ତା ରେ ୩ ଫୁଟ ଉଚ୍ଚର ଶୁଆ,କିଛି ଘଣ୍ଟା ବର୍ଷା ରେ ଧର୍ମଗଡ ସହର ରେ ନଈ ପାଲଟି ଯାଇଛି , ଯାହା ଫଳରେ ପାର୍ଶ୍ଵରେ ଥିବା ଦୁକାନ ଭିତରେ ପାଣି ପଶିଯିବାରୁ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ,ରାସ୍ତା ମଝି ରେ ପାଣିଥିବାରୁ ଯାତୟାତ୍ କରି ବା ପାଇଁ ଅସୁବିଧା ଦେଖା ଦେଇଛି , ଏ ସମସ୍ୟ ଅନେକ ବର୍ଷ ଧରି ରହିଛି , ଏନେଇ ଧର୍ମଗଡ ବାସିନ୍ଦା ବାରମ୍ବାର ଅଭିଯୋଗ କରି ଆସୁଥିବା ସ୍ଵତେ ଫଳ ଶୂନ୍ୟ , ଧର୍ମଗଡ ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ୍ ହର୍ଷିକା ମିଡ଼ିଆ

Leave a Reply

Your email address will not be published. Required fields are marked *