ଦେବିନଦୀରୁ ଅଚ୍ନିନା ଶବ ଉଦ୍ଧାର

       ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳେ ସ୍ଥିତ ଦେବିନଦୀରେ ଆଜି ଏକ ଅଚ୍ନିନା ଶବ ଭାସୁଥିବାର ଉକ୍ତ ଗ୍ରାମର କିଛି ଯୁବକ ଦେଖି ନାଉଗାଁ ଥାନାକୁ ସୁଚନା ଦେଇଥିଲେ।  ସୁଚନା ପାଇଁ ନାଉଗାଁ ଥାନା ଘଟଣାସ୍ଥଳରେ ପହଂଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇବା ସହିତ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି।

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *