ବର ଗଛରୁ ମହିଳାଙ୍କ ମୂର୍ତ୍ତଦେହ ଉଧାର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମ ମୁର୍ଗୀଢ଼ି ମୁଣ୍ଡା ସାହିର ବୁଧରାମ ମୁଣ୍ଡା ଓ଼ ତାଙ୍କ ସ୍ତ୍ରୀ ମାଙ୍ଗରି ମୁଣ୍ଡା ଙ୍କ ସହ ଜାଳଣି କାଠପାଇଁ ଜଙ୍ଗଲ ଯାଇଥିଲେ ସେଠାରେ ସ୍ୱମୀ ସ୍ତ୍ରୀ ମଧ୍ୟରେ ବଚଷା ହୋଇଥିଲା, ବୁଧୁରାମ ମୁଣ୍ଡା କିହିଁବା ଅନୁଯାଇ,ସେଠାରୁ କାଠଧରି ଘରକୁ ଫେରି ଆସିଥିଲେ, କିନ୍ତୁ ସ୍ତ୍ରୀ ଜଙ୍ଗଳରୁ ଘରକୁ ଫେରିନ ଥିଲେ,କିଛି ଘଣ୍ଟା ପରେ ବୁଧୁରାମ ମୁଣ୍ଡା ଜଙ୍ଗଲକୁ ଖୋଜି ଖୋଜି ଯାଇ ଦେଖିଲା ବେଳକୁ ସ୍ତ୍ରୀ ମାଙ୍ଗରି ମୁଣ୍ଡା ଗଟିଏ ବର ଗଛରେ ଜୁଳୁଥିବା ଦେଖି ବୁଧୁରାମ ଘରକୁ ଫେରି ଆସି ପଡୋଶୀ ଲୋକଙ୍କୁ କହିବାରୁ ପଡୋଶୀ ଲକେ କୋଇଡ଼ା ଥାନାକୁ ଖବର ଦେଇଥିଲେ, କୋଇଡ଼ା ପିଲିସ ଓ଼ ରାଉଲକେଲା ସାଇଣ୍ଟି ପି୍କ ଟିମ ପହଞ୍ଚି ଶବକୁ ଉଦ୍ଧାର କରିଛି, ମୃତୁର କାରଣ ଅପୋଷ୍ଟ ଥିବାବେଳେ ପିଲିସ ପଚୋରା ଉଚରା ଜାରି ରଖିଛି

ସୁନ୍ଦରଗଡ଼ କୋଇଡାରୁ ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *