ଆଗକୁ ଆସୁଛି ଦଶହରା

ଆଗକୁ ଆସୁଛି ଦଶହରା। ଦଶହରା ପାଇଁ ବେଶ୍ ଚଳଚଞ୍ଚଳ ହୋଇପଡିଛି କଟକ ସହର ।ଏଥିସହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି କିନ୍ତୁ ଏହାରୀ ଭିତରେ ବିଭିନ୍ନ ବଜାର ରେ ଏବେ ସୀମା ବିବାଦ ଦେଖିବାକୁ ମିଳିଲାଣି। କଟକ ର ପ୍ରମୁଖ ପୁଜା ପ୍ରତିଷ୍ଠାନ ମାଲ୍ ଗୋଦାମ ଓ ଛତ୍ର ବଜାର ରେ ଏବେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି ଯେହେତୁ ଛତ୍ର ବଜାର ତାର କିଛି ଅଂଶକୁ ମାଲ୍ ଗୋଦାମ କୁ ଛାଡ଼ିଛି ଏବେ ମାଲ୍ ଗୋଦାମ ପୁଜା ପ୍ରତିଷ୍ଠାନ ପୁଣି ଛତ୍ର ବଜାର ସୀମାରେ ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।ମାଲ୍ ଗୋଦାମ ପୁଜା ପ୍ରତିଷ୍ଠାନ ଛତ୍ରବଜାର ପୁଜା ପ୍ରତିଷ୍ଠାନ ର ସଭାପତି ତଥା ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ସାହୁ ଙ୍କୁ ଅଯଥାରେ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି ।
byte – ନୀଳକଣ୍ଠ ମହାନ୍ତି ସଂପାଦକ ଛତ୍ର ବଜାର ପୁଜା କମିଟି।

Leave a Reply

Your email address will not be published. Required fields are marked *