ନନ୍ଦଗାଁ ରେ ସ୍ୱଚ୍ଛ ଭାରତ ଅଭିଯାନ

ଧର୍ମଗଡ ବ୍ଲକ ନନ୍ଦଗାଁ ସରପଞ୍ଚ କିରଣ ମୟୀ ବଣିଆ ଙ୍କ ତତ୍ତ୍ଵ ବଧାନରେ ଗ୍ରୁରୁବର୍ ଦିନ ସ୍ୱଚ୍ଛ ଭାରତ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟ କ୍ରମରେକାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତୀର୍ଥ ରାଜ ମାଝୀ ଏ ଡିଓ ଓମ୍ ପ୍ରକାଶ ସୁନାନି, ସରପଞ୍ଚ ପ୍ରତିନିଧି ଭବାନୀ ଶଙ୍କର ବଣିଆ ,ନାଇବ ସରପଞ୍ଚ ଶିବ କୁମାର କର ଡି ଡବ୍ଲୁଏସ ସଭାନେତ୍ରୀ ରଶ୍ମିତା ମହାନନ୍ଦ, ସାଦିନି ଦୁରିଆ, ଲକ୍ଷ୍ମୀ ସୁନାନି ଲକ୍ଷ୍ମୀ ଦୂରିଆ,ସମସ୍ତ ଏସଏସଜି ମହିଳା,ଅଗ୍ନୱାଡ଼ି କର୍ମୀ ପଞ୍ଚାୟତ ସଭ୍ୟ ସଭ୍ୟା ,ଆଶାକର୍ମୀ, ବିଭିନ୍ନ ସ୍କୁଲ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ , ସମାଜସେବୀ ପ୍ରଦିପ ବଣିଆ,ଅଭିରାମ ସିଂ,ସଞ୍ଜୟ ପଟେଲ, ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ପଙ୍କଜ ହଂସ ବାଳକୃଷ୍ଣ ଶବର ପୁସ୍ତ୍ତମ୍ ମାଝୀ ଅଭିଖିତ୍ ଦୁର୍ଗା କେଶବ ଦୁର୍ଗା ,ପ୍ରମୁଖ ସାମିଲ ହୋଇ ଗାଁ ର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ, କାର୍ଯ୍ୟ କ୍ରମ ମାଧ୍ୟମରେ ଏକ ଶପଥ ପାଠ କରା ଯାଇ ବର୍ଷ କୁ ୧୦୦ ଘଣ୍ଟା ପରିଶ୍ରମ ଦାନ କରିବା ସହ ଗାଁକୁ ସ୍ୱଚ୍ଛ ନିର୍ମଳ ଓ ସୁସ୍ଥ ରଖିବାରେ ସହଯୋଗ କରିବାକୁ ସରପଞ୍ଚ ଶପଥ ପାଠ କରାଇଥିଲେ।ଏଥିରେ ଗାଁର ସମସ୍ତ ତଥା ବିଭିନ୍ନ ସଙ୍ଗଠନ ସ୍ବେଚ୍ଛାସେବୀ ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ହେବା କୁ ଆହ୍ବାନ କରି ଥିଲେ,ସମସ୍ତେ ମିଳିମିଶି ସୁସ୍ଥ ସମାଜ ,ସୁସ୍ଥ ପରିବେଶ ଗଠନ କରି ସ୍ୱଚ୍ଛ ଗାଁ ଓ ପଞ୍ଚାୟତ ଗଠନ ହୋଇ ପାରିବ ବୋଲି ନନ୍ଦଗାଁ ସରପଞ୍ଚ କିରଣ ମୟୀ ବଣିଆ ପ୍ରକାଶ କରି ଥିଲେ ,ଧର୍ମଗଡ ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ ହର୍ଷିକା ମିଡିଆ

Leave a Reply

Your email address will not be published. Required fields are marked *