ୱାର୍ଡ ନଂ 53 ରେ ଡେଙ୍ଗୁ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା

ଏହି କାର୍ଯ୍ୟକ୍ରମ ୱାର୍ଡ ର ବିଭିନ୍ନ ଗଳି ଓ ସାହିକୁ ଯାଇ ଡେଙ୍ଗୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ଅରବିନ୍ଦ ଜେନା, ୱାର୍ଡ ସଭାପତି ସାରଙ୍ଗ ପାଣି ସରଙ୍ଗୀ ,ସମ୍ପାଦକ ଡ଼ଃ ବ୍ୟୋମକେଶ କାନୁନଗୋ, ଅମର ସାମନ୍ତରାୟ, ନଗେନ ଦାସ, ବିଜୟାନନ୍ଦ ସାହୁ, ସୁଧା ରଞ୍ଜନ ନାୟକ, ସୁଜାତା ସ୍ୱାଇଁ, ବିଦୁଲତା ସ୍ୱାଇଁ, ସୁମିତ୍ରା ସାହୁ, ମଞ୍ଜୁଲତା ସ୍ୱାଇଁ, ସାନିଟାରୀ insipector ସରୋଜ ମହାରଣା ,ବିଜୟ କୁମାର ସାହୁ,ରଶ୍ମି ରଞ୍ଜନ ମାଥ ,ଆଶା ଦିଦି ଓ କର୍ମୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *