ଅନୁପ୍ରବେଶକାରୀ ହଟାଅ, କଟକ ବଞ୍ଚାଅ।


ଅନୁପ୍ରବେଶ କାରୀ ବାଂଲାଦେଶୀ ଓ ରୋହୀଙ୍ଗାଙ୍କୁ ହଟା ଅ ଓ କଟକ ବଞ୍ଚାଅ ଅଭିଯାନ। ଏହି ଅଭିଯାନ ଉଦ୍ଦେଶ୍ୟରେ କଟକ ଚୌଧୁରୀ ବଜାର ସ୍ଥିତ ମାରୁତି ମଣ୍ଡପ ଠାରୁ କଟକ ସୁରକ୍ଷା ସମିତି ଆନୁକୁଲ୍ୟରେ ଏକ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବି ସହିତ ହଜାର ହଜାର ସଂଖ୍ୟାରେ ଦସ୍ତଖତ ସମ୍ମିଳିତ ସ୍ମାରକ ପତ୍ର କଟକ ଜିଲ୍ଲାପାଳ ଙ୍କୁ ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ କଟକ ର ସମସ୍ତ ନାଗରିକ ତଥା ବିଭିନ୍ନ ସମ୍ପ୍ରଦାୟ ଓ ଭାଷା ଭାଷୀ, ମୁଖିଆ, ଯୁବ ସଂଗଠକ, ଛାତ୍ର ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ ର ସଭ୍ୟଗଣ , ହିନ୍ଦୁସେନା, ବିଶ୍ବହିନ୍ଦୁ ପରିଷଦ, ଗୋ ସୁରକ୍ଷା ବାହିନୀ ତଥା କଟକ ମାଟିକୁ ଭଲ ପାଉଥିବା ହଜାର ହଜାର ଜନ ସାଧାରଣ ଯୋଗ ଦେଇଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *