କଟକ ମହାନଗର ନିଗମ ର ୨୩ତମ ସାଧାରଣ ପରିଷଦ ବୈଠକ

କଟକ ମହାନଗର ନିଗମ ର୨୩ତମ ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଦଳ ର କର୍ପୋରେଟର ମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ଏହି ବୈଠକରେ
ୱାର୍ଡ ନଂ-୩୧ ରୁ ୫୯ ଓ୍ବାର୍ଡ ସମୀକ୍ଷା ବୈଠକର ବିବରଣୀ ଦୃଢୀକଣଣ ,ୱାର୍ଡ ନଂ-୧ ରୁ ୩୦ ଓ୍ବାର୍ଡ ସମୀକ୍ଷା ବୈଠକର ବିବରଣୀ ଦୃଢୀକଣଣ ,ନିଗମର ସାଧାରଣ ଅଧିବେଶନର ବିବରଣୀ ଦୃଢୀକଣଣ , ଶ୍ୱାୟତ ଶାସନ ଦିବସ ପାଳନ ନିମନ୍ତେ ଆଲୋଚନା ।
ବିତ ଅଧିକାରୀଙ୍କ ଦ୍ବାରା ଜୁନ-୨୦୨୪ର ଆୟ ବ୍ୟୟ ସମ୍ପର୍କରେ ତଥ୍ୟ ଉପସ୍ଥାପନା ।ବର୍ଷା ଋତୁ ପାଇଁ ଡେଙ୍ଗୁ, ମେଲେରିଆ, ହଇଜା ତଥା ଅନ୍ୟ ଭୁତାଣୁ ଜନିତ ରୋଗ କିପରି ନ ବ୍ୟପିବ ସେଥି ପ୍ରତି ଧ୍ୟାନ ଦେବାକୁ ମେୟର ଅନୁରୋଧ କରିଛନ୍ତି।ଅନ୍ଯ ପକ୍ଷରେ କିଛି ପ୍ରସଙ୍ଗ ଉପରେ ବିଜେପି ଓ କଂଗ୍ରେସ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରି ହୋହାଲ୍ଲା କରିଥିଲେ।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *