Uncategorizedପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର August 16, 2024August 16, 2024 - by Harsika Media - Leave a Comment ଏସ ସି ବି ର ଉଭୟ ଗେଟ୍ ସମ୍ମୁଖରେ ପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର। ସ୍ଥାନୀୟ କର୍ପୋରେଟର ଜେ କାମେଶ୍ୱର୍ ରାଓ ଓ ଅଳ୍ପ କିଛି ସମର୍ଥକ ଙ୍କ ସହାୟତାରେ ଧ୍ଵଜ ଉତ୍ତୋଳନ କରାଯାଇଥିଲା।କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।