ଲଗାଣ ବର୍ଷା ରେ ବେହାଲ ମାଲକାନ ଗିରି ସହର ମୂଖ୍ଯ ରାସ୍ତାରେ କୃତ୍ରିମ ବନ୍ୟା

ମାଲକାନ ଗିରି ଜିଲ୍ଲାରେ ଗତ କିଛି ଦିନ ହେବ ବର୍ଷା କମିବାର ନା ନେଉନି। ଲଗାଣ ବର୍ଷା ରେ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଲଗାତାର ଭାବରେ ବର୍ଷା ଜାରି ରହିଥିବା ବେଳେ ଆଜି ମାଲକାନ ଗିରି ସଦର ମହକୁମାର ଦୃଷ୍ୟ ଥିଲା କିଛି ଅଲଗା ସହର ର ମୂଖ୍ଯ ରାସ୍ତାରେ ପ୍ରାୟ ଦୁଇ ପୁଟ ଉଚର କୃତ୍ରିମ ବନ୍ୟା ଜଳ ବହିଯାଉ ଥିବା ବେଳେ ଜିଲା ମୂଖ୍ଯ ସଦର ମହକୁମା ରେ ବନ୍ଯା ଜଳ ନିଷ୍କାସନ ପାଇଁ ଠିକ୍ ନ ଥିବାରୁ ଏ ବଳି ପରିସ୍ଥିତି ସୃଷି ହୋଇ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସହର ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ହେତୁ ଅନେକ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇ ଥିବା ବେଳେ ଯାତ୍ରି ମାନେ ମଧ୍ଯ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରସାସନ ଦୃଷ୍ଟିଦେଇ ଏହାର ସୁ ସମାଧାନ କରନ୍ତୁ ବୋଲି ବୁଦ୍ଧି ଜିବି ମହଲ ରେ ଆଲୋଚନା ର ବିଷୟ ପାଲଟିଛି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *