ପ୍ରଶାସନ ନ ଶୁଣିବାରୁ ରାସ୍ତା ଅବରୋଧ କଲେ ଗ୍ରାମ ବାସୀ

ମାଲଡା ପଞ୍ଚାୟତ ଓ଼ ପାଟମୁଣ୍ଡା ପଚାୟତର ଲକେ କୋଇଡ଼ା ବ୍ଲକ, ମେଡିକାଲ, ସ୍କୁଲ, କଲେଜ, ଏହି ରାସ୍ତା ଦେଇ ଯିବାକୁହୁଏ, କିନ୍ତୁ ଖଣି ଖୋଲିବା ଦିନଠାରୁ ସେହି ରାସ୍ତାରେ ଦେଇ କଞ୍ଚା ମାଲ ପରିବହ କରି ଆସୁଛନ୍ତି ଖଣି କତୃପକ୍ଷ ସେହି ରାସ୍ତା ପ୍ରତି ଦିନଟିଏ ମଧ୍ୟ୍ୟ ଦୃଷ୍ଟି ଦେଲେନାହିଁ, ରାସ୍ତାଟି ଏତେ କଦର୍ଯ୍ୟ ଯେ ଗୋଟିଏ ସ୍କୁଲ ବସ କିମ୍ବା ଆମ୍ବୁଲାନ୍ସ ଗାଁକୁ ଜାଇ ପାରୁନାହିଁ ମୀଠୀଡା, ବସରଡ଼ା, କିରିଆକୁଦର,କଦଳିଆ,ଗଣୁଆଁ,ମଣ୍ଡଜଳା,ଜଳିପଦା, ଦେ ଘର, ପାନପାସିଆ, ସର୍ଗିଗଡ଼, ଇନ୍ଦପୁର, ଆଦି ଗ୍ରାମର ଲକେ ରାସ୍ତା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପ୍ରଯନ୍ତ ଦୀର୍ଘ ବର୍ଷରୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ପଦେକ୍ଷପ ନିଆଁ ଗଲାନାହିଁ ବାଧ୍ୟ୍ୟ ହୋଇ ଗ୍ରାମର ଲକେ ରାସ୍ତା ଉପରେ ରାସ୍ତା ଅବରୋଧ କରିଥିବାର ଦେଖିବାକୁମିଳିଛି, ପୃର୍ବ ସରକାର ପରି ବର୍ତ୍ତମାନ ସରକାର ମଧ୍ୟ୍ୟ ଅଣଦେଖା କରୁଛନ୍ତି, କେନ୍ଦୁଝର ଜିଲ୍ଲାର ପଡୁସୀ ଜିଲ୍ଲା ସୁନ୍ଦରଗଡ଼ ଏହି ଦୁଇଟି ଜିଲ୍ଲାରୁ ରାଜ କଷକୁ କୋଟି କୋଟି ଟଙ୍କା ରାଜସ୍ୱ ଯାଉଥିବା ବେଳେ ଏଠିକାର ଲକେ ରାସ୍ତାଟିଏ ପାଇଁ ସରକାର ପାଖରେ କାକତି ବିନୋତ ହୋଉଥିଲେ ମଧ୍ୟ୍ୟ କୌଣସି ପଦେକ୍ଷପ ନେଉନାହାନ୍ତି,ଏହି ରାସ୍ତାରେ ଗତ ବର୍ଷ ଅବରାଧ କରିଥିଲୁ, ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ କିନ୍ତୁ କୌଣସି କାର୍ଯନୁଷ୍ଠାନ ନିଆଗଲାନାହିଁ, ଏଣୁ ବାଧ୍ୟ୍ୟ ଆଜି ଆମେ ପ୍ରତେକ ଗ୍ରାମରେ ରାସ୍ତା ଅବରୋଧ କରିଛୁ, ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ଓ଼ ଖଣି କର୍ତ୍ତୃପକ୍ଷ ଆସିବେ ରାସ୍ତା ବାନାଯିବ ତାପରେ ଜାଇ ରାସ୍ତା ଛଡ଼ାଯିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି,

ସୁନ୍ଦରଗଡ଼ କୋଇଡାରୁ ଜିଲ୍ଲା ପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *