ପବିତ୍ର ଗୁରୁ ଦିବସ ଅବସରରେ ବିଡାନାସୀ ଶ୍ମଶାନ ମଧ୍ୟରେ ବିବେକାନନ୍ଦ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପବିତ୍ର ଗୁରୁ ଦିବସ ଅବସରରେ ବିଡାନାସୀ ଶ୍ମଶାନ ମଧ୍ୟରେ ବିବେକାନନ୍ଦ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ମେୟର ସୁବାସ ସିଂ ଓ ବରିଷ୍ଠ ସାହିତ୍ୱିକ ସତ୍ୟକାମ ମିଶ୍ର ଏବଂ ଖବର କାଗଜ ସମ୍ବାଦ ର କଟକ ମୂଖ୍ୟ କୃଷ୍ଣ ଚନ୍ଦ୍ର ଦାସ, ସ୍ଥାନୀୟ କର୍ପୋରେଟର ଓ ବହୁ ବୁଦ୍ଧିଜିବୀ ବିବେକାନନ୍ଦ ଯୁବ ସଂଗଠନ ପକ୍ଷରୁ ଶ୍ମଶାନ ମଧ୍ୟରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦାନ କରି ଏହାକୁ ପ୍ରଶଂସା ମଧ୍ୟ କରିଥିଲେ l

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *