ଲଗାଣ ବର୍ଷା ରେ ସ୍ବାସ୍ଥ୍ୟକେନ୍ଦ୍ର ର ସ୍ଥିତି ବେହାଲ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାବ୍ଲକ ସ୍ବାଭିମାନ ଅଞ୍ଚଳ ରେ ଆଜିକୁ ତିନିଦିନ ଧରି ଲଗାତାର ବର୍ଷା ହେଉଥିବା ହେତୁ ଯୋଡ଼ାଆମ୍ବ ସ୍ବାସ୍ଥ୍ୟକେନ୍ଦ୍ର ରେ ସଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ବ ରେ ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ନ ଥିବା ହେତୁ ରାସ୍ତା ପାର୍ଶ୍ବ ର ପାଣି ସବୁ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ପଶି ଯାଇ ଅନେକ ଔଷଧ ଓ ଆସବାବପତ୍ର ନଷ୍ଟ ହୋଇ ଯାଇଛି ଗତ କିଛିବର୍ଷ ଧରି ଏଇ ସ୍ବାସ୍ଥ୍ୟକେନ୍ଦ୍ର ରେ ଏ ଭଳି ପରିସ୍ଥିତି ରହି ଆସୁଥିବା ବେଳେ ଏହାର ସମାଧାନ ନିମନ୍ତେ କୌଣସି ପଦାଧିକାରୀଙ୍କ ନଜର ପଡୁନାହିଁ ଆଗାମି ଦିନରେ କି ଭଳି ଏଇ ସମସ୍ୟାର ସମାଧାନ କରାଯିବ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି ସ୍ବାଭିମାନ ଅଞ୍ଚଳ ବାସି ପ୍ରାୟ ଚାରିଗୋଟି ଗ୍ରାମ ପଞ୍ଚାୟତ ର ଜନସାଧାରଣ ଏଇ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରେଥିବା ବେଳେ କେବେ ପ୍ରସାସ .ଏଇ ଦିଗରେ ଦୃଷ୍ଟିପାତ କରିବେ ତାହା ଦେଖିବାର ବାକି

ମାଲକାନ ଗିରି ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *