ଗାନ୍ଧୀ ଜୟନ୍ତୀରେ ମନ୍ଦିର ସଫେଇ।


ଠାକୁରଗଡ଼/ତା ୦୨.୧୦.୨୦୨୪/ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଠାକୁରଗଡ଼ ଶାଖା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀରେ ସଭାପତି ରଘୁନାଥ ରଣା ଓ ସମ୍ପାଦକ ବିଭୂତି ଭୂଷଣ ସାହୁ ଙ୍କ ନେତୃତ୍ୱରେ ଠାକୁରଗଡ଼ ଶିବ ମନ୍ଦିର ଚତୁର୍ପର୍ଶ୍ଵ ସଫେଇ କରି ଥିଲେ। ସଂଘ ର ସଦସ୍ୟ ଅଜୟ କୁମାର ସାହୁ, ଅନାମ ବେହେରା, ରାଜା ଦେହୁରୀ, ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।ଆଠମଲ୍ଲିକ ରୁ ବୁଲୁ ଦଳେଇ

Leave a Reply

Your email address will not be published. Required fields are marked *