ଏଠି ଭସାଣି ଉତ୍ସବ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ

ଭାଇଚାରା ସହର କଟକରେ ଦଶହରା ଦେଖିବାକୁ ଓଡିଶାର କୋଣ ଅନୁକୋଣ ରୁ ଲୋକମାନେ ଆସୁଥିବା ବେଳେ ଏଠି ଭସାଣି ଉତ୍ସବ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଦଶହରା ଭସାଣି ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ପୁରୀଘାଟ ଦେଵୀଗଡ଼ା ପରିଦର୍ଶନ କରିଛନ୍ତି ମେୟର ସୁବାସ ସିଂ ଓ ପୁଜା କମିଟି ଶାନ୍ତି କମିଟି, ସି ଏମ୍ ସି କମିସନର, ସ୍ଥାନୀୟ କର୍ପୋରେଟର ବରିଷ୍ଠ ଅଧିକାରୀ ମାନେ l କିପରି ରହିଛି ଦେବିଗଡା ପ୍ରସ୍ତୁତି ଆସନ୍ତୁ ଜାଣିବା …..
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *