ଧର୍ମାନ୍ତୀ କରଣ ଚାଲିଥିବା ସମୟରେ ବଜରଙ୍ଗ ଦଳ ର ଚଢ଼ାଉ


ଧର୍ମାନ୍ତୀ କରଣ ଚାଲିଥିବା ସମୟରେ ବଜରଙ୍ଗ ଦଳ ର ଚଢ଼ାଉ 10 ରୁ ଉର୍ଦ୍ଧ ଲୋକ ଅଟକ l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ନାଉଗାଁ ଥାନା ଅଞ୍ଚଳ ର ବିଲିପଡ଼ା ଗ୍ରାମର ଜେନା ସାହି ନିକଟରେ l ଏହି ଗ୍ରାମର ଜେନା ସାହି ନିକଟରେ ଜୈନିକ ବ୍ୟକ୍ତି ଙ୍କ ଘରେ 10 ରୁ ଉର୍ଦ୍ଧ ବ୍ୟକ୍ତି ଧର୍ମାନ୍ତୀ ସେହି ସାହି ର କିଛି ବ୍ୟକ୍ତି ଙ୍କୁ ଧର୍ମାନ୍ତୀ କରଣ କରୁଥିବା ସମୟରେ ନାଉଗାଁ ବଜରଙ୍ଗ ଦଳ ଓ ଜଗତସିଂହପୁର ବଜରଙ୍ଗ ଦଳ ର କର୍ମକର୍ତା ମାନେ ସୂଚନା ପାଇଁ ସେଠି ଚଢ଼ାଉ କରି ଧର୍ମାନ୍ତୀ କରଣ ରେ ବ୍ୟବହୃତ ଖ୍ରୀଷ୍ଟିଆନ ର ଧର୍ମ ର କାଗଜ ପତ୍ର କୁ ଜବତ କରି ସେମାନଙ୍କୁ ଅଟକ ରଖି ଥିଲେ l ତେବେ ଏହାର ସୂଚନା ପାଇବା ପରେ ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି 10 ରୁ ଉର୍ଦ୍ଧ ଲୋକଙ୍କୁ ନିଜ ହେପାଜତ କୁ ନେଇ ଘଟଣା ର ଅଧିକ ରୁ ଅଧିକ ତଦନ୍ତ ଚଳାଇ ଥିବା ନେଇ ସୂଚନା ମିଳିଛି

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *